ପୁରୀ: ଆଜିଠୁ ଟୋକିଓରେ ଆରମ୍ଭ ହେବାକୁ ଯାଉଛି ପାରା ଅଲମ୍ପିକ୍ସି ଗେମ୍ । ଏଥିରେ ଅଂଶଗ୍ରହଣ କରୁଥିବା ଭାରତୀୟ ପ୍ରତିଯୋଗୀମାନଙ୍କୁ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି ପୁରୀର ଯୁବ ଚିତ୍ରଶିଳ୍ପୀ ବିଶ୍ୱଜିତ ନାୟକ । ଆଇସ୍କ୍ରିମ୍ କାଠିରେ ଅଲମ୍ପିକ୍ସ ଷ୍ଟାଡିୟମ୍ ର ସୁନ୍ଦର ପ୍ରତିକୃତି କରିଛନ୍ତି ବିଶ୍ୱଜିତ । ୮୭୫ଟି କାଠି ସାହାର୍ଯ୍ୟରେ ଦୁଇ ଦିନ ପରିଶ୍ରମ କରି ସେ ଏହି ପ୍ରତିକୃତି ତିଆରି କରିଛନ୍ତି ।
BREAKING NEWS
- Fire In Vegitable Market: ପରିବା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ, ୬୦ରୁ ଉର୍ଦ୍ଧ୍ବ ପରିବା ଦୋକାନ ଜଳି ପାଉଁଶ
- କୋଟିଏରୁ ଅଧିକ ଟଙ୍କା ସାଇବର ଠକେଇ ଅଭିଯୋଗରେ ଜଣେ ଗିରଫ
- ଭାରତ ଓ ବ୍ରାଜିଲ ମଧ୍ୟରେ ୩ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ
- IED blast:ସରଣ୍ଡାରେ ଆଇଇଡି ବିସ୍ଫୋରଣ:ଦୁଇ କୋବ୍ରା ଯବାନ ଆହତ
- ରାଜଧାନୀକୁ ବ୍ରାଉନସୁଗର ଚାଲାଣବେଳେ ମାଡି ବସିଲା ପୋଲିସ;୩୭ଲକ୍ଷ ଟଙ୍କାର…
- ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଚିଠି; ସ୍କୁଲରେ ପାନୀୟ ଜଳ ବ୍ୟବସ୍ଥା ଏବଂ ଓଆରଏସ…
- HLCA meeting: ଖୋର୍ଦ୍ଧାରେ ସେମିକଣ୍ଡକ୍ଟର ମେମୋରି ଚିପ୍ ପ୍ଲାଣ୍ଟ, ଢ଼େଙ୍କାନାଳରେ ଡିଫେନ୍ସ ଉପକରଣ ନିର୍ମାଣ ୟୁନିଟ…
- OKCLର ବାର୍ଷିକ ଉତ୍ସବ-୨୦୨୬:“ଘରେ ଘରେ ଓଏସ-ସିଆଇଟି – ସମସ୍ତଙ୍କ ପାଇଁ କୃତ୍ରିମ ବୁଦ୍ଧିମତା”ଶପଥ ଆହ୍ୱାନ
- ଏ କି ବ୍ୟବସ୍ଥା ? ଟ୍ରାକ୍ଟରରେ ବୁହାହୋଇ ପରୀକ୍ଷା କେନ୍ଦ୍ରକୁ ଗଲେ ଦଶମ ଶ୍ରେଣୀ ଛାତ୍ର
- ଟି୨୦ ବିଶ୍ୱକପ: ସୁପର ଏଇଟର ପ୍ରଥମ ମ୍ୟାଚ ବର୍ଷା ଯୋଗୁ ବାତିଲ
Comments are closed.