କଳାହାଣ୍ଡି :ଲୋକଙ୍କ ସୁବିଧା ପାଇଁ କରାଯାଉଛି ଯୋଜନା ପରେ ଯୋଜନା । ଏନେଇ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ବି କରାଯାଉଛି । ହେଲେ କିଛି ଅସାଧୁ କର୍ମଚାରୀଙ୍କ ପାଇଁ ଯୋଜନା ସବୁ ପ୍ରହସନ ପାଲଟିଛି । ଯାହା ଏହି କଳାହାଣ୍ଡି କୋକସରା ବ୍ଲକରେ ଦେଖିବାକୁ ମିଳିଛି । ଗାଁରେ ରାସ୍ତା ନଥିବାରୁ ତିଆରି ଚାଲିଛି । ହେଲେ ସେଥିରେ ନିମ୍ନ ମାନର କାମ ଯୋଗୁ ଅଶାନ୍ତି ବଢିବାରେ ଲାଗିଛି । ଲୋକେ ଅଭିଯୋଗ ପରେ ଅଭିଯୋଗ କରିଚାଲିଛନ୍ତି । ହେଲେ କୌଣସି ପଦକ୍ଷେପ ନିଆଯାଉନି ।
BREAKING NEWS
- ଆସନ୍ତୁ ଜାଣିବା ୨୦୦୦ କୋଟି ବଜେଟର ଫିଲ୍ମ କେବେ ହେବ ରିଲିଜ
- ଟିଏମସିର ଫ୍ରିଜ୍ ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଅନୁମତି ଦେଲେ ହାଇକୋର୍ଟ, ରଖିଲେ ଏହି ସର୍ତ୍ତ…
- ପଥର ବୋଝେଇ ଟ୍ରକ ଉପରକୁ ୫ ରାଉଣ୍ଡ ଗୁଳି ମାଡ କରି ଦୁର୍ବୃତ୍ତ ଫେରାର
- Ganza Seized: କପଡ଼ା ଗାଡି ଭିତରୁ ୧୩ କ୍ବିଣ୍ଟାଲ ଗଞ୍ଜେଇ ଜବତ, ୮ ଗିରଫ
- ଆମ୍ବୁଲାନ୍ସରେ ଯାନ୍ତ୍ରିକ ତୃଟି କାରଣରୁ ଚାଲିଗଲା ରୋଗୀର ଜୀବନ
- ୩୬ ବର୍ଷ ପରେ ୱିମ୍ବେଲଡେନର କ୍ୱାର୍ଟରରେ ପ୍ରବେଶ କଲେ ଭାରତର ଏହି ଯୁବ ଖେଳାଳି
- ବାଜିଲା ପଞ୍ଚାୟତ ଓ ପୌର ନିର୍ବାଚନ ବିଗୁଲ୍: ସମସ୍ତ ଜିଲ୍ଲାପାଳଙ୍କ ସହ ରାଜ୍ୟ ନିର୍ବାଚନ କମିଶନଙ୍କ ବଡ଼ ବୈଠକ
- ବାଇକ୍ ଆରୋହୀଙ୍କ ଉପରେ ଚଢ଼ିଗଲା ‘ଆମ ବସ୍’
- ସାବଧାନ! ଖୋଲିଲା ହୀରାକୁଦ ଡ୍ୟାମ୍ର ଆଉ ୬ଟି ଗେଟ୍, ଜାରି ହେଲା କଟକଣା
- ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ରୋହିତଙ୍କ ଜୋରଦାର ପ୍ରସ୍ତୁତି
Comments are closed.