Latest Odisha News
Browsing Tag

Road problem

ଶୁଣୁନି ପ୍ରଶାସନ, ରାସ୍ତାରେ ଧାନ ତଳି ରୁଆଇ ମହିଳାଙ୍କ ପ୍ରତିବାଦ

ନୂଆପଡ଼ା: କାଦୁଅ ପଚ୍ ପଚ୍ ରାସ୍ତା । ପାଦ ଖସିଗଲେ କଥା ସରିଲା । ଗାଁକୁ ରାସ୍ତା ନେଇ ରାଜ୍ୟ ସରକାର ବିକାଶର ବାଜଣା ପିଟୁଥିବା ବେଳେ ଏବେ ବି ଅନେକ ଗାଁକୁ ରାସ୍ତା ନାହିଁ । ଫଳରେ ବର୍ଷା ଦିନ ହେଲେ ଗ୍ରାମବାସୀଙ୍କ ସମସ୍ୟା ବଢ଼ୁଛି । କିଏ ରୋଗରେ ପଡ଼ିଲେ ଅବା ବଜାର ଘାଟ କିମ୍ବା ବିଦ୍ୟାଳୟକୁ…

[ଦେଖନ୍ତୁ ଭିଡିଓ] ମରାମତି ଅଭାବରୁ ରାସ୍ତା ପାଲଟିଛି ମରଣ ଯନ୍ତା । ମରାମତି ନହେଲେ ଆନ୍ଦୋଳନ ଚେତାବନୀ

ଯାଜପୁର :  ମରାମତି ଅଭାବରୁ ରାସ୍ତା ପାଲଟିଛି ମରଣ ଯନ୍ତା । ବର୍ଷ ବର୍ଷ ଧରି ଖାଲ ଖମା ରେ ଭର୍ତ୍ତି ଏହି ରାସ୍ତା । ସାମାନ୍ୟ ବର୍ଷା ହେଲେ ରାସ୍ତାରେ ଜମୁଛି ଆଣ୍ଠୁଏ ଆଣ୍ଠୁଏ ପାଣି । ଯାଜପୁର ବିଂଝାରପୁର ବ୍ଲକ ତାଉନ୍ତରା ଠାରୁ ଇଂଜନପୁର ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଛି।…

[ଦେଖନ୍ତୁ ଭିଡିଓ] ରାସ୍ତା ନଥିବାରୁ ଅପହଞ୍ଚ ସରକାରୀ ଯୋଜନା, ଲୋକଙ୍କୁ ମିଳୁନି ମୌଳିକ ସୁବିଧା

ନୂଆପଡ଼ା: ଗାଁରେ ୭୦ ପରିବାର, ଲୋକସଂଖ୍ୟା ପ୍ରାୟ ୪ ଶହ । କିନ୍ତୁ ଏମାନେ ଜିଉଛନ୍ତି ଅଭିଶପ୍ତ ଜୀବନ । ଗାଁକୁ ରାସ୍ତା ଖଣ୍ଡିଏ ନଥିବାରୁ ଏମାନେ ସବୁ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । ମେଡିକାଲ ହେଉକି ପାଠପଢ଼ା ଅବା ବଜାର ଯିବା ପାଇଁ ଏମାନଙ୍କ ଭରସା ଏହି ଖାଲଢ଼ିପ ରାସ୍ତା । ଖରା ଓ…

[ଦେଖନ୍ତୁ ଭିଡିଓ] ନିମ୍ନ ମାନର କାମ ଯୋଗୁ ରାସ୍ତା ପାଲଟିଛି ମରଣଯନ୍ତା

ଜଗତସିଂହପୁର  : ଆସୁଛି ଅର୍ଥ। ହେଲେ କାମ ହେଉଛି ନିମ୍ନ ମାନର। ରାସ୍ତା ଖଣ୍ଡିଏପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ ବରାଦ ହୋଇଛି। ହେଲେ ତିନି ମାସ ନପୁରୁଣୁ ରାସ୍ତା ପାଲଟିଛି ମରଣଯନ୍ତା। ଠିକାଦାର ଓ ଉପରିସ୍ଥ କର୍ମଚାରୀଙ୍କ ଯୋଗୁ ଅର୍ଥହେରଫେର ହୋଇଥିବା ବେଳେ ରାସ୍ତା କାମରେ ଚଞ୍ଚକତା କରାଯାଇଥିବା…

[ଦେଖନ୍ତୁ ଭିଡିଓ] ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ଯାଜପୁର: ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଛି । ଯାଜପୁର ଜିଲା ଦଶରଥପୁର ପଂଚାୟତର ମୁଳାଢ଼ିଅ ମଶାଣି ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି । ଦଶରଥପୁର ବ୍ଳକ କାର୍ଯ୍ୟାଳୟର ଦୂରରେ ପୂର୍ବତନ ସରପଞ୍ଚଙ୍କ ତତ୍ତ୍ୱାବଧାନରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଏହି ରାସ୍ତାଟି କିଛି ମାସ…

ରାସ୍ତା ପାଲଟିଛି ମରଣ ଯନ୍ତା

ଯାଜପୁର : ଦିର୍ଘ ଦିନ ହେଲା ମରାମତି ଅଭାବ । ଯାଜପୁର ବିଂଝାରପୁର ବ୍ଲକ ଶାସନ୍ଦା-ତାଉନ୍ତରା ରାସ୍ତା ପାଲଟିଛି ମରଣ ଯନ୍ତା। ବାରମ୍ବାର ବିଭାଗୀୟ ଅଧିକାରୀ ଙ୍କୁ ଜଣାଇବା ପରେ ବି ବାଧ୍ୟ ହୋଇ ରାସ୍ତାରେ ଧାନ ରୋଇ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ଗ୍ରାମବାସୀ। ତଥାପି ସମାଧାନ ହୋଇନଥିବାରୁ…

ନିମ୍ନ ମାନର ରାସ୍ତା କାମ ଯୋଗୁ ଅଶାନ୍ତି

କଳାହାଣ୍ଡି :ଲୋକଙ୍କ ସୁବିଧା ପାଇଁ କରାଯାଉଛି ଯୋଜନା ପରେ ଯୋଜନା । ଏନେଇ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ବି କରାଯାଉଛି । ହେଲେ କିଛି ଅସାଧୁ କର୍ମଚାରୀଙ୍କ ପାଇଁ ଯୋଜନା ସବୁ ପ୍ରହସନ ପାଲଟିଛି । ଯାହା ଏହି କଳାହାଣ୍ଡି କୋକସରା ବ୍ଲକରେ ଦେଖିବାକୁ ମିଳିଛି । ଗାଁରେ ରାସ୍ତା ନଥିବାରୁ ତିଆରି…

ମନା କରିଦେଲେ ସରକାରୀ ବାବୁ; ରାସ୍ତା ମରାମତି ପାଇଁ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ

ବୁଗୁଡ଼ା : ରାସ୍ତା ଏବେ ପାଲଟିଛି ମରଣ ଯନ୍ତା। ବାରମ୍ବାର ଅଭିଯୋଗ ଆସିବା ସତ୍ତ୍ୱେ ଲୋକଙ୍କ ସମସ୍ୟାକୁ ବେଖାତିର କରୁଛନ୍ତି ସରକାରୀ ବାବୁ । ଏପରି ସଙ୍ଗୀନ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅଞ୍ଚଳରୁ। ସୂଚନାନୁସାରେ, ପୂର୍ତ୍ତବିଭାଗ ରାସ୍ତା ବଡ ପଥର ଠାରୁ ମାଣିତରା -…