Latest Odisha News

BREAKING NEWS

୨ ମାସରେ ୨ ଦ୍ୱିଶତକ ମାରି ଚର୍ଚ୍ଚାରେ ଜୁନିୟର ଡ୍ରାଭିଡ

ବାଙ୍ଗାଲୋର: ଭାରତୀୟ କ୍ରିକେଟର ମହାନ ଖେଳାଳି ରାହୁଲ ଡ୍ରାଭିଡଙ୍କ ପୁତ୍ର ସମିତ ଡ୍ରାଭିଡ ସ୍କୁଲ କ୍ରିକେଟରେ ଚମକ୍ରାର ପ୍ରଦର୍ଶନ ଜାରି ରଖିଛନ୍ତି । ଜୁନିୟର ଡ୍ରାଭିଡ ୨ ମାସ ମଧ୍ୟରେ ୨ଟି ଦ୍ୱିଶତକ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବିଟିଆର ଶୀଲ୍ଡ ୧୪ ବର୍ଷରୁ କମ୍ ଗ୍ରୁପ-୧, ଡିଭିଜନ-୨ରେ ସେ ୧୪୪ ବଲରେ ୨୧୧ ରନର ଇନିଂସ ଖେଳିଥିଲେ ।

୧୨ ବର୍ଷରୁ କମ୍ ବିଭାଗରେ ସେ ସର୍ବଶ୍ରେ ବ୍ୟାଟ୍ସମ୍ୟାନ ପୁରସ୍କାର ମଧ୍ୟ ପାଇ ସାରିଛନ୍ତି । ସମିତ କ୍ରିକେଟ ପ୍ରତି ସମ୍ପୂର୍ଣ୍ଣ ଭାବେ ମନୋନିବେଶ କରୁଛନ୍ତି ବୋଲି କୋଚ ଓ ଚୟନ କମିଟି ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.