ନୂଆଦିଲ୍ଲୀ: ଦିଲ୍ଲୀର ରାଜୀବ ଚୌକ ମେଟ୍ରୋ ଷ୍ଟେସନ୍ରେ ନାରାବାଜୀ କରିବା ଅଭିଯୋଗରେ ୬ଜଣ ଯୁବକ ଅଟକ । ଦିଲ୍ଲୀ ମେଟ୍ରୋ ଷ୍ଟେସନର ସୁରକ୍ଷା ଦାୟିତ୍ୱରେ ଥିବା ସିଆଇଏସ୍ଏଫ୍ ଶନିବାର ସକାଳେ ୬ଜଣ ଯୁବକ ‘ଗୋଲି ମାରୋ’ ନାରା ଦେଉଥିବା ସମୟରେ ସେମାନଙ୍କୁ ଅଟକ ରଖିଛି।
ଏନେଇ ମେଟ୍ରୋ ଡିସିପି କହିଛନ୍ତି ଯେ, ମଧ୍ୟହ୍ନାରେ ୬ ଜଣ ଯୁବକ ଏକାଠି ହୋଇ ରାଜୀବ ଚୌକ ମେଟ୍ରୋ ଷ୍ଟେସନ୍ରେ ‘ଦେଶ କେ ଗଦ୍ଦାରୋଁ କୋ ଗୋଲି ମାରୋ’ ନାରା ଦେଉଥିଲେ । ଏହି ସମୟରେ ତାଙ୍କୁ ଅଟକ ରଖାଯାଇ ପୋଲିସ ଷ୍ଟେସନରେ ପଚରାଉଚରା କରାଯାଉଛି । ପିଟିଆଇର କହିବାନୁସାରେ, ଏହି ଯୁବକମାନେ ସିଏଏ ସମର୍ଥନରେ ନାରା ଦେଉଥିଲେ ।
BREAKING NEWS
- ପାକିସ୍ତାନକୁ ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳୀ କହିଲା ଆମେରିକା, ଭାରତ ବିରୋଧରେ ଚାଲିଛି ଷଡ଼ଯନ୍ତ୍ର
- ପାକିସ୍ତାନକୁ ଫେରିଲା ଲକଡାଉନ୍!
- ରାଜଧାନୀରେ ନାବାଳିକାଙ୍କୁ ଚେଙ୍କ, ଘର ମାଲିକଙ୍କୁ ଅଟକ
- ନକଲି ସାର୍ଟିଫିକେଟ୍ ଦେଇ ଶିକ୍ଷକତା କରୁଥିଲେ, ଶିକ୍ଷକଙ୍କ ନାଁରେ ଥାନାରେ ଏତଲା
- ବିଜେଡିକୁ ଶକ୍ତ ଝଟ୍କା; ଇସ୍ତଫା ଦେଲେ ୯ କାଉନ୍ସିଲର୍
- ସରି ଆସୁଛି ଡେଡ୍ଲାଇନ୍: ମାଓବାଦୀଙ୍କୁ ଆତ୍ମସପର୍ପଣ ପାଇଁ ଡିଜିଙ୍କ ଅପିଲ୍
- ଆମେରିକା ଟି୨୦ ଲିଗରେ ଖେଳିବେ ଅଶ୍ୱୀନ
- Drinking Garlic Water: ଅମୃତ ସଦୃଶ୍ୟ ରସୁଣ ପାଣି, ପ୍ରତିଦିନ ସକାଳେ ପିଇଲେ ପାଖ ମାଡ଼ିବନି ରୋଗ!
- ଟିଭିକେ କଲା ପ୍ରାର୍ଥୀ ଘୋଷଣା, ତାମିଲନାଡୁର ୨ଟି ଆସନରୁ ନିର୍ବାଚନ ଲଢିବେ ଥଲାପତି
- PM Plays Iconic Drum of Kerala: କେରଳରେ ପାରମ୍ପରିକ ଡ୍ରମ୍ ବଜାଇଲେ ପ୍ରଧାନମନ୍ତ୍ରୀ ମୋଦୀ
Comments are closed.