Latest Odisha News

BREAKING NEWS

କରୋନାରେ ଆକ୍ରାନ୍ତ ହେଲେ ରାଜ୍ୟସଭା କର୍ମଚାରୀ, ସଂସଦ ଭବନ ସିଲ୍

ନୂଆଦିଲ୍ଲୀ: ରାଜ୍ୟସଭାର ଜଣେ କର୍ମଚାରୀ ଶୁକ୍ରବାର ଦିନ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସଂସଦର ଆନେକ୍ସ ବିଲ୍ଡିଂର ଦୁଇ ମହଲାକୁ ସିଲ୍ କରାଯାଇଛି।

ସଂସଦ କମ୍ପ୍ଲେକ୍ସରୁ ଏହା ଚିହ୍ନଟ ହୋଇଥିବା ଚତୁର୍ଥ କୋଭିଡ-୧୯ ମାମଲା।

ସୂତ୍ରରୁ ପ୍ରକାଶ ଯେ ସଂକ୍ରମିତ ଅଧିକାରୀ ଜଣକ ଗୁରୁବାର (ମେ ୨୮) ଦିନ ଅଫିସରେ ଯୋଗ ଦେଇଥିଲେ। ଏହାଛଡା ତାଙ୍କର ସମସ୍ତ ପରିବାର ସଦସ୍ୟଙ୍କ କରୋନା ପରୀକ୍ଷା ପଜିଟିଭ୍ ଚିହ୍ନଟ ବାହାରିଛି।

Leave A Reply

Your email address will not be published.