Latest Odisha News

BREAKING NEWS

ରାଷ୍ଟ୍ରପତି ନେଲେ କରୋନା ଟିକାର ପ୍ରଥମ ଡୋଜ୍

ନୂଆଦିଲ୍ଲୀ: ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କରୋନା ଟିକା ନେଇଛନ୍ତି। ବୁଧବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦିଲ୍ଲୀ ସ୍ଥିତ ଆରଆର ହସ୍ପିଟାଲରେ କରୋନା ଭ୍ୟାକସିନର ପ୍ରଥମ ଡୋଜ ନେଇଛନ୍ତି।

ଦେଶରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ ଜାରି ରହିଛି । ଦ୍ୱିତୀୟ ପର୍ଯ୍ୟାୟରେ ସାଧାରଣ ଜନତାଙ୍କ ସମେତ ଅନେକ ବରିଷ୍ଠ ଲୋକଙ୍କୁ ମଧ୍ୟ କରୋନା ଟିକା ଦିଆଯାଇଛି । 

Leave A Reply

Your email address will not be published.