Latest Odisha News

BREAKING NEWS

ଦେଶ ଛାଡି ଯାଉଥିବା ରାଣା କାପୁରଙ୍କ ଝିଅ ମୁମ୍ବାଇ ବିମାନ ବନ୍ଦରରେ ଅଟକ

ମୁମ୍ବାଇ: ୟେସ ବ୍ୟାଙ୍କର ପ୍ରତିÂାତା ରାଣା କାପୁରଙ୍କ ଝିଅ ରୋଶନୀ କାପୁରଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ପୋଲିସ ଦେଶ ଛାଡି ଯିବାକୁ ଅନୁମତି ଦେଇନି । ବ୍ରିଟିଶ ଏୟାରୱେଜରେ ରୋଶନୀ ଦେଶ ଛାଡିବା ପାଇଁ ଯୋଜନା କରୁଥିଲେ ।

ପୂର୍ବରୁ ପ୍ରବର୍ତନ ନିଦେ୍ର୍ଧଶାଳୟ (ଇଡି) ରାଣା କାପୁର, ପତ୍ନୀ ବିନ୍ଦୁ କାପୁର, ଝିଅ ରାକ୍ଷୀ କାପୁର ଟଣ୍ଡନ, ରାଧା କାପୁର ଓ ରୋଶନୀ କାପୁରଙ୍କ ବିରୋଧରେ ଲୁକ୍ ଆଉଟ ନୋଟିସ ଜାରି କରିଥିଲା । ସୂଚନାଯୋଗ୍ୟ ଶନିବାର ରାଣାଙ୍କୁ ପୋଲିସ ଦୀର୍ଘ ସମୟ ଧରି ପଚରାଉଚରା କରିବା ପରେ ଗିରଫ କରିଥିଲା ।

Leave A Reply

Your email address will not be published.