Latest Odisha News

BREAKING NEWS

ଡରେଇବାକୁ ଆସିଲା ଭିକି କୌଶଲଙ୍କ ନୂଆ ଫିଲ୍ମ ଭୁତ୍‌-୧

ମୁମ୍ବାଇ: ଉରୀ-ଦି ସର୍ଜିକାଲ ଷ୍ଟ୍ରାଇକର ନାୟକ ଭିକି କୌଶଲଙ୍କୁ ଭୂତ-୧ ଦି ହଂଟେଡ ଶିପ୍‌ରେ ଦେଖିବାକୁ ମିଳିବ । ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଏହା ନିଶ୍ଚିତ ଭାବେ ଦର୍ଶକଙ୍କୁ ଡରାଇବ ବୋଲି ଆଶା କରାଯାଉଛି ।

ଟ୍ରେଲରରେ ସେ ସି ବାର୍ଡ ନାମକ ଏକ ଜାହଜ ମଧ୍ୟରେ ପ୍ରବେଶ କରୁଛନ୍ତି । ଏହି ଜାହଜ ଖରାପ ପାଗ ଯୋଗୁ ଜୁହୁଠାରେ ଲାଗିଥିଲା । ସର୍ଭେ ଅଫିସର ଭୂମିକାରେ ଅଭିନୟ କରୁଥିବା ଭିକି ଜାହାଜ ଭିତରକୁ ଯିବା ମାତ୍ରେ ଭୂତଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳିଛି ।

ପୂର୍ବରୁ ଭିକି ଉରୀ ଫିଲ୍ମ ମାଧ୍ୟମରେ ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଥିଲେ ।

Leave A Reply

Your email address will not be published.