ବଲିଉଡ ଅଭିନେତ୍ରୀ ତଥା ସୁଶାନ୍ତ ସିଂ ରାଜପୁତଙ୍କ ଗାର୍ଲଫ୍ରେଣ୍ଡ ରେହା ଚକ୍ରବର୍ତ୍ତୀ ଏହି ଘଟଣାରେ ସିବିଆଇ ତଦନ୍ତ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଅନୁରୋଧ କରିଛନ୍ତି ।
Respected @AmitShah sir ,
I’m sushants Singh Rajputs girlfriend Rhea chakraborty,it is now over a month since his sudden demise
I have complete faith in the government, however in the interest of justice , I request you with folded hands to initiate a CBI enquiry..part 1 ..— Rhea Chakraborty (@Tweet2Rhea) July 16, 2020
ସେ ଟ୍ୱିଟ କରି ଲେଖିଛନ୍ତି ଯେ, ‘ସମ୍ମାନନୀୟ ଅମିତ ଶାହ ସାର୍, ମୁଁ ସୁଶାନ୍ତ ସିଂ ରାଜପୁତଙ୍କର ଗାର୍ଲ ଫ୍ରେଣ୍ଡ ରେହା ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ମୃତ୍ୟୁ ଘଟଣାକୁ ମାସେ ବିତିଗଲାଣି । ମୋର ସରକାରଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ରହିଛି । ମୁଁ ହାତ ଯୋଡି ନିବେଦନ କରୁଛି ଯେ, ଏହାର ସିବିଆଇ ତଦନ୍ତ କରାଯାଉ । ’
Part 2.. I request you with folded hands to initiate a CBI enquiry into this matter . I only want to understand what pressures , prompted Sushant to take this step.
Yours sincerely #satyamevajayate @AmitShah sir— Rhea Chakraborty (@Tweet2Rhea) July 16, 2020
ପୁଣି ଦ୍ୱିତୀୟ ଟ୍ୱିଟରେ ଲେଖିଛନ୍ତି ଯେ, ‘ମୁଁ ହାତ ଯୋଡି ଆପଣଙ୍କୁ ନିବେଦନ କରୁଛି ଏହି ଘଟଣାର ସିବିଆଇ ତଦନ୍ତ ହେଉ । ସୁଶାନ୍ତ କେଉଁ ଚାପରେ ଥିଲେ ଯେ ଏପରି ପଦକ୍ଷେପ ନେଲେ ତାହା ମୁଁ ଜାଣିବାକୁ ଚାହୁଁଛି । ’
ଜୁନ ୧୮ ତାରିଖ ରିଆଙ୍କୁ ବାନ୍ଦ୍ରା ପୋଲିସ ଡାକି ଷ୍ଟେଟମେଣ୍ଟ ରେକର୍ଡ କରିଥିଲା ।
ଗତ ଜୁନ ୧୪ ତାରିଖରେ ସୁଶାନ୍ତ ତାଙ୍କ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଘରେ ଆତ୍ମହତ୍ୟା କରିଥିଲେ । ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ତାହା ଏ ଯାଏଁ ସ୍ପଷ୍ଟ ହୋଇପାରିନାହିଁ ।
Comments are closed.