Latest Odisha News

BREAKING NEWS

ଇଣ୍ଟେଲିଜେନ୍ସର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ ଆର କେ ଶର୍ମା ନିଯୁକ୍ତ ହେଲେ

ଭୁବନେଶ୍ୱର: ଓଡ଼ିଶା ସରକାର ବରିଷ୍ଠ ଆଇପିଏସ ସ୍ତରରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି ।

ଗୃହ ବିଭାଗର ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ୧୯୯୫ ବ୍ୟାଚର ଆଇପିଏସ ଅଧିକାରୀ ଏବଂ ଇଣ୍ଟେଲିଜେନ୍ସର ଅତିରିକ୍ତ ଡିଜି ଓ ଅତିରିକ୍ତ ନିର୍ଦ୍ଦେଶକ ରାଧା କ୍ରିଷନ ଶର୍ମା ଇଣ୍ଟେଲିଜେନ୍ସର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି ।

Leave A Reply

Your email address will not be published.