Latest Odisha News
Browsing Tag

IPS

ଅନୁମତି ନ ନେଇ ଘରୋଇ ପୁରସ୍କାର ଗ୍ରହଣ କରି ପାରିବେନି ଆଇଏଏସ୍, ଆଇପିଏସ୍ ଅଧିକାରୀ

ଭୁବନେଶ୍ୱର: ଘରୋଇ ସଂସ୍ଥା କିମ୍ବା ବ୍ୟକ୍ତି ବିଶେଷଙ୍କ ଠାରୁ ପୁରସ୍କାର ଗ୍ରହଣ ପୂର୍ବରୁ ନେବାକୁ ପଡ଼ିବ ଅନୁମତି । ଆଇଏଏସ୍, ଆଇପିଏସ୍ ଓ ଆଇଏଫ୍ଏସ୍ ଅଧିକାରୀ କୌଣସି ଘରୋଇ ସଂସ୍ଥା ଠାରୁ ପୁରସ୍କାର ନେବା ପୂର୍ବରୁ ଅନୁମତି ନେବାକୁ ପଡ଼ିବ । କର୍ତ୍ତୃପକ୍ଷଙ୍କ ଠାରୁ ପୂର୍ବରୁ ଅନୁମତି ନେଇ…

ରାଷ୍ଟ୍ରପତି ପୋଲିସ୍‌ ମେଡାଲ ପାଇବେ ୨ଜଣ ଓଡ଼ିଆ

ଭୁବନେଶ୍ୱର: ରାଷ୍ଟ୍ରପତି ପୋଲିସ୍‌ ମେଡାଲ ପାଇବେ ଓଡ଼ିଶାର ୨ ଜଣ ଆଇପିଏସ୍‌ । ଉଲ୍ଲେଖନୀୟ ସେବା ପାଇଁ ୯୩ ଜଣଙ୍କୁ ରାଷ୍ଟ୍ରପତି ପୋଲିସ୍ ପଦକ ପ୍ରଦାନ କରାଯିବ।IPS ଡି. ଏସ୍ କୁଟ୍ଟେ ଓ କନଷ୍ଟେବଲ ପ୍ରହଲ୍ଲାଦ ରାଉତଙ୍କୁ ରାଷ୍ଟ୍ରପତି ପୋଲିସ୍ ମେଡାଲ ପ୍ରଦାନ କରାଯିବ। ବିଶିଷ୍ଟ ସେବା ପାଇଁ…

ଭିଜିଲାନ୍ସ ଏସପି ସାରା ଶର୍ମାଙ୍କ ନାଁରେ ହ୍ୱାଟ୍ସଆପରେ ଟଙ୍କା ମାଗୁଛନ୍ତି ଠକ

ଭୁବନେଶ୍ୱର: ସାଇବର ଲୁଟେରାଙ୍କ ଟାର୍ଗେଟରେ IPS । ସମ୍ବଲପୁର ଭିଜିଲାନ୍ସ ଏସପି ସାରା ଶର୍ମାଙ୍କ ନାଁରେ ସାଇବର ଲୁଟେରା ଟଙ୍କା ମାଗୁଛନ୍ତି । ଏନେଇ ଖୋଦ୍ ଆଇପିଏସ୍ ସାରା ଶର୍ମା ଫେସବୁକରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ଭିଜିଲାନ୍ସ ଏସପି ସାରା ଶର୍ମା ଲେଖିଛନ୍ତି, କେହି ଜଣେ ଅଜଣା…

ଆଇପିଏସ ଅଫିସରଙ୍କ ଇସ୍ତଫା, ସହିପାରିଲେନି ନିର୍ଯାତନା

ଭୁବନେଶ୍ୱର: କର୍ଣ୍ଣାଟକରେ ମଙ୍ଗଳବାର ଜଣେ ଆଇପିଏସ ଅଫିସର୍ ନିର୍ଯାତନା କାରଣ ଦର୍ଶାଇ ଚାକିରୀରୁ ଇସ୍ତଫା ଦେଇଛନ୍ତି । ସେ ଠିକ୍ କାମ କରିଛନ୍ତି, କିନ୍ତୁ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ବଦଳି କରାଗଲା । ଯାହାକୁ ସେ ଆଦୌ ଗ୍ରହଣ କରିପାରୁନାହାନ୍ତି ବୋଲି ଆଇପିଏସ ପି. ରବୀନ୍ଦ୍ରନାଥ…

ରିୟଲ ଲାଇଫରେ ଆଇପିଏସ୍ ଅଫିସରଙ୍କ ଡବଲ ରୋଲ୍ !

ଆସାମ: ପାହ୍ୟା ପୋଲିସ ଅଫିସର । ହେଲେ ଲୋକଙ୍କ ପାଖରେ ପାଲଟିଛନ୍ତି ଡାକ୍ତର । ରିୟଲ୍ ଲାଇଫରେ ଡବଲ୍ ରୋଲ୍ । ଗୋଟେପଟେ ଏସ୍‌ପି ଭାବେ ନିଯୁକ୍ତି । ହେଲେ କରୋନା କାଳରେ ସଂକ୍ରମିତଙ୍କୁ ମଧ୍ୟ ଚିକିତ୍ସା କରୁଛନ୍ତି । ଏପରି ମହତ କାମ କରି ସମସ୍ତଙ୍କ ପାଖରେ ଉଦାହରଣ ପାଲଟିଛନ୍ତି ଏସ୍‌ପି ରବିନ୍…

ଇଣ୍ଟେଲିଜେନ୍ସର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ ଆର କେ ଶର୍ମା ନିଯୁକ୍ତ ହେଲେ

ଭୁବନେଶ୍ୱର: ଓଡ଼ିଶା ସରକାର ବରିଷ୍ଠ ଆଇପିଏସ ସ୍ତରରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି । ଗୃହ ବିଭାଗର ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ୧୯୯୫ ବ୍ୟାଚର ଆଇପିଏସ ଅଧିକାରୀ ଏବଂ ଇଣ୍ଟେଲିଜେନ୍ସର ଅତିରିକ୍ତ ଡିଜି ଓ ଅତିରିକ୍ତ ନିର୍ଦ୍ଦେଶକ ରାଧା କ୍ରିଷନ ଶର୍ମା ଇଣ୍ଟେଲିଜେନ୍ସର ସ୍ୱତନ୍ତ୍ର…