Latest Odisha News

BREAKING NEWS

କାର ଓ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସହରର ମହାନଦୀ ନିକଟ ରିଙ୍ଗ୍ ରୋଡ୍ ରେ ବାଇକ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକ ଙ୍କ ର ମୃତ୍ୟୁ ହୋଇଛି । ମୃତ୍ୟୁକ ଜଣକ ସୋନପୁର ସହର ନୂଆ ମାଲୀପଡା ରେ ରହୁଥିବା ସନ୍ତୋଷ କୁମାର ଗୁରୁ ବୋଲି ସୂଚନା ମିଳିଛି l

ଖବରମୁତାବକ, ସନ୍ତୋଷ କୁମାର ଗୁରୁ ଜିଲ୍ଲା ପରିବହନ କାର୍ଯ୍ୟାଳୟ ଜଣେ କର୍ମଚାରୀ । ଏହି ଦୁର୍ଘଟଣା ପରେ ରିଙ୍ଗ୍ ରୋଡ୍ ରେ ଇଭିନିଙ୍ଗ୍ ୱାକ୍ କରୁଥିବା ଲୋକେ ସନ୍ତୋଷ ଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ l ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଘଟଣାସ୍ଥଳରେ ସୋନପୁର ପୋଲିସ ପହଚିଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.