ଭୁବନେଶ୍ୱର: ଆସନ୍ତା ୩୦ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ଆଜି ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାତରୁ ଦଳୀୟ ଟିକେଟ ଗ୍ରହଣ କରିଛନ୍ତି । ନବୀନ ନିବାସରେ ତାଙ୍କୁ ଟିକେଟ ହସ୍ତାନ୍ତର କରିଥିଲେ ନବୀନ ପଟ୍ଟନାୟକ । ଏତିକିବେଳେ ରୁଦ୍ରଙ୍କ ସହ ଉଭଣୀ ପଲ୍ଲବୀ ଓ ଭିଣୋଇ ଅର୍ଦ୍ଧେନ୍ଦୁ ବି ଉପସ୍ଥିତ ଥିଲେ ।

ରୁଦ୍ରଙ୍କୁ ଦଳୀୟ ଟିକେଟ ଦେବା ପରେ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର ଓ ବିଜେଡି ସାଧାରଣ ସମ୍ପାଦକ(ସଂଗଠନ) ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଉପନିର୍ବାଚନରେ ବିଜୟୀ ହେବା ନେଇ ଆଶାବାଦୀ ଅଛନ୍ତି ରୁଦ୍ର । ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆସ୍ଥା ଓ ଭରସା ଜିତିବେ । ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରା କରିବା ଦିଗରେ କାମ କରିବେ ବୋଲି କହିଛନ୍ତି ରୁଦ୍ର ପ୍ରତାପ ମହାରଥୀ ।
BREAKING NEWS
- Odia movie Kangula: ଏହି ଦିନ ରିଲିଜ ହେବ ଫିଲ୍ମ ‘କାଙ୍ଗୁଲା’;ଅନୁଗୁଳର କାଙ୍ଗୁଲା ଗାଁର ଦଣ୍ଡନାଚ ପରମ୍ପରାକୁ ନେଇ…
- Ladakh protest: ଲଦାଖରେ ବିଶାଳ ପ୍ରତିବାଦ ;ରାଜ୍ୟ ମାନ୍ୟତା ଦାବି କରି ରାସ୍ତାକୁ ଓହ୍ଲାଇଲେ…
- କୋହଲି ବାଛିଲେ ତାଙ୍କର ସର୍ବକାଳୀନ ଶ୍ରେଷ୍ଠ ଆରସିବି ଏକାଦଶ
- ଦିନିକିଆ କ୍ରିକେଟକୁ ବାଇ ବାଇ କରିଦେବେ କି ସୂର୍ଯ୍ୟକୁମାର
- ଏସସିବି ଅଗ୍ନି ଦୁର୍ଘଟଣା; ଫ୍ୟାକ୍ଟ ଫାଇଣ୍ଡିଙ୍ଗ୍ ଟିମ୍ ଗଠନ କଲେ ମୁଖ୍ୟମନ୍ତ୍ରୀ
- ଗମ୍ଭୀର କହିଲେ ମଣିଷ ମାନେ ଭୁଲ ରହିବ
- ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଶିକ୍ଷା ବିଭାଗର ଆକାଉଣ୍ଟାଣ୍ଟ
- ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ଇମାନୁଏଲ ମାକ୍ରନ, କହିଲେ ପଡୋଶୀ ଦେଶ ଉପରେ ତୁରନ୍ତ ଆକ୍ରମଣ ବନ୍ଦ କର..
- Cross-Voting in Rajya Sabha Election: ରାଜ୍ୟସଭା ନିର୍ବାଚନରେ କ୍ରସ୍-ଭୋଟିଂ କରିଛନ୍ତି କଂଗ୍ରେସର ୩ ବିଧାୟକ
- Rajya Sabha Poll Row: ବିଧାୟିକା ଉପାସନା ମହାପାତ୍ରଙ୍କ ଭୋଟ୍ ନେଇ ବିବାଦ, ବିଜେପି ପ୍ରକ୍ରିୟାରେ ହେରଫେର କରୁଛି ବୋଲି ବିରୋଧୀଙ୍କ ଅଭିଯୋଗ
Comments are closed.