Latest Odisha News

BREAKING NEWS

କରୋନା ପଜିଟିଭ ଚିହ୍ନଟ ହେଲେ ରୁଷ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଋଷିଆ ପ୍ରଧାନମନ୍ତ୍ରୀ ମିଖାଇଲ୍ ମିଶୁଷ୍ଟିନ୍ କରୋନା ପଜିଟିଭ୍ ପରୀକ୍ଷା ଚିହ୍ନଟ ହୋଇଛନ୍ତି । ଗୁରୁବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଭିଡିଓ କନଫ୍ରେନ୍ସ ସମୟରେ ସେ ଏହି ରୋଗର ନିରାକରଣର ଦାୟିତ୍ବ ତାଙ୍କୁ ନ୍ୟସ୍ତ କରିଥିଲେ ।

ଅନ୍ୟ କ୍ୟାବିନେଟ ସଦସ୍ୟଙ୍କସୁରକ୍ଷା ପାଇଁ ନିଜକୁ ଅଲଗା କରିବେ ବୋଲି ମିଖାଇଲ୍ ମିଶୁଷ୍ଟନ କହିଛନ୍ତି ।

Leave A Reply

Your email address will not be published.