କବିତା : ଦାୟୀ କବିତା By ଓଡ଼ିଶା ସମ୍ବାଦ ବ୍ୟୁରୋ On Feb 11, 2022 Share ଗଦାଧର ସାହୁ ମୋତେ ଯିଏ ଭଲ ପାଉଥିଲେ ସେ କାଲି ଚାଲିଗଲେ , ଯିଏ ଘୃଣା କରୁଥିଲେ ସେ ଆଜି ଚାଲିଗଲେ । ହେଲେ ଏଇଠି ଏତିକିରେ ସରିଲାନି ଘୃଣା କରିବା ଭଲ ପାଇବା । ଅତଏବ ମୁଁ ଖୋଜି ଚାଲିଲି ମୁଁ ଘୃଣାରେ ଦାୟୀ ନା’ ଭଲ ପାଇବାରେ ? Odia PoemSabu dina Sahitya Share
Comments are closed.