ନୂଆଦିଲ୍ଲୀ: ଆଜି ଦେଶବ୍ୟାପୀ ପାଳନ ହେଉଛି ଜନତା କର୍ଫ୍ୟୁ । ଚାରିଆଡେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସେହିପରି ଜନତା କର୍ଫ୍ୟୁର ପ୍ରଭାବ ରାଜଧାନୀ ଦିଲ୍ଲୀର ଶାହିନ ବାଗରେ ମଧ୍ୟ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସମର୍ଥନ କରି ଆଜି ଆନ୍ଦୋଳନ ସ୍ଥଳରୁ ବିକ୍ଷୋଭକାରୀମାନେ ହଟି ଯାଇଛନ୍ତି ।
ଏଠାରେ ମାତ୍ର ୫ଜଣ ମହିଳା ଉପସ୍ଥିତ ଅଛନ୍ତି । ମହିଳାଙ୍କ ସୁରକ୍ଷା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି । ବିକ୍ଷୋକାରୀ ମହିଳାଙ୍କୁ ପୋଲିସ ସମ୍ପୂର୍ଣ୍ଣ ଢ଼ାଙ୍କି ହେଉଥିବା ସୁଟ୍ ପିନ୍ଧିବାକୁ ପରାମର୍ଶ ଦେଇଛି । ସେପଟେ ସାଂକେତିକ ରୂପେ ଧାରଣା ସ୍ଥଳରେ ବିକ୍ଷୋଭକାରୀମାନେ ସେମାନଙ୍କ ଜୋତା ଓ ଚପଲ ଛାଡି ଯାଇଛନ୍ତି ।
ସୂଚନାମୁତାବକ, କେନ୍ଦ୍ର ସରକାରଙ୍କ ନାଗରିକତା ସଂଶୋଧନ ଆଇନ ବା ସିଏଏ, ଏନ୍ଆର୍ସି ଏନ୍ପିଆର୍କୁ ବିରୋଧ କରି ଗତ ଶହେରୁ ଅଧିକ ଦିନ ହେବ ଏଠାରେ ବିକ୍ଷୋଭକାରୀମାନେ ଆନ୍ଦୋଳନ କରୁଛନ୍ତି ।
BREAKING NEWS
- ହେମିଲଟନଙ୍କ ସହ ଯୋଡାଯାଉଛି ଯଶସ୍ୱୀଙ୍କ ନାମ
- India’s Most Advanced Atomic Reactor: ଉନ୍ନତ ପରମାଣୁ ରିଆକ୍ଟରରେ ଦୁନିଆର ଦ୍ୱିତୀୟ ‘ସୁପରପାୱାର’ ଭାରତ, ପୂରଣ ହେଲା ଭାଭାର ସ୍ୱପ୍ନ
- ସିଜିମାଳୀରେ ଉତ୍ତେଜନା: ବିକ୍ଷୋଭକାରୀ ପୁଲିସ ମଧ୍ୟରେ ଧସ୍ତାଧସ୍ତି, ୧୬୩ ଧାରା ଜାରି
- Pakistan Imposes ‘Smart Lockdown’:ପାକିସ୍ତାନରେ ଲାଗିଲା ‘ସ୍ମାର୍ଟ ଲକଡାଉନ୍’, ବଡ଼ ଘୋଷଣା କଲେ ଶାହାବାଜ୍ ସରକାର
- ଯାଜପୁରରେ ଫୁଟିଲା ଗୁଳି, ଚିକିତ୍ସାଧୀନ ଅବସ୍ଥାରେ ଯୁବକ ମୃତ
- Saudi-Bahrain bridge closed: ଟ୍ରମ୍ପଙ୍କ ଧମକ ପରେ ଇସ୍ରାଏଲକୁ ଇରାନର ଚେତାବନୀ, ବନ୍ଦ୍ ହେଲା ସାଉଦି-ବାହରିନ ସେତୁ
- Virat Kohli Seen ‘Dhurandhar 2’ : ‘ଦେଖିନଥିଲି ଏମିତି ସିନେମା…’, ରଣବୀର ସିଂହଙ୍କ ‘ଧୁରନ୍ଧର ୨’ ଦେଖି ପୁରା ଫିଦା ବିରାଟ କୋହଲି
- ଅଡୁଆ କରୁଛନ୍ତି ମନ୍ତ୍ରୀ, ସଜାଡୁଛନ୍ତି ସଚିବ
- Artemis II crew Emotional: ଜହ୍ନରେ କାନ୍ଦିଲା ମଣିଷ! କିଛି ଏମିତି ଦେଖିଲା, ଯାହା କେବେ କିଏ ଦେଖିନଥିଲେ…
- ଇସ୍ତଫା ଦେଲେ ଏୟାର ଇଣ୍ଡିଆର ସିଇଓ, ହଠାତ୍ ଏହି ବଡ଼ ନିଷ୍ପତ୍ତି ନେଲେ କାହିଁକି?
Comments are closed.