Latest Odisha News

BREAKING NEWS

ବାଲୁକା କଳାରେ ‘ହୋଲି’ର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ଭୁବନେଶ୍ୱର: ପୁରୀ ବେଳାଭୂମୀରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ‘ହୋଲି’ର ଶୁଭେଚ୍ଛା ଜଣାଇଛନ୍ତି ।

ସେ ଏନେଇ ଟ୍ୱିଟ୍ କରିଛନ୍ତି।

ଘରେ ରହି ସମସ୍ତଙ୍କୁ ସୁରକ୍ଷିତ ଭାବେ ରଙ୍ଗରପର୍ବ ପାଳିବାକୁ ବାର୍ତ୍ତା ଦେଲେ ପଦ୍ମଶ୍ରୀ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।

ତେବେ କୋଭିଡ୍ କଟକଣା ଭିତରେ ରାଜ୍ୟରେ ପାଳନ ହେଉଛି ହୋଲି । ଟ୍ୱିନସିଟିରେ ପୋଲିସର କଡ଼ା ଚେକିଂ । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଘରେ ହୋଲି ଖେଳିବାକୁ କମିଶନରେଟ୍ ପୋଲିସ ସହିତ ମହାନଗର ନିଗମ କମିଶନର କହିଥିଲେ ।

Leave A Reply

Your email address will not be published.