ପୁରୀ: ପ୍ଲାଜମା ଦାନ କରିବା ପାଇଁ ବାଲୁକା କଳା ମାଧ୍ୟମରେ ଅପିଲ । ଏଭଳି ପ୍ରୟାସ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି ।
ବାଲୁକା କଳା ନିର୍ମାଣ କରି ସୁଦର୍ଶନ ଲେଖିଛନ୍ତି, ପ୍ଲାଜମା ଦାନ କରନ୍ତୁ ଓ ଜୀବନ ବଞ୍ଚାନ୍ତୁ । ଏହି ମହତ ଅଭିଯାନରେ ସାମିଲ ହେବା ପାଇଁ ସଚେତନତାର ବାର୍ତ୍ତା ଦେଇଛନ୍ତି । ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତ ପ୍ଲାଜମା ଦାନ କରିବା ପାଇଁ ଅପିଲ କରିଛନ୍ତି ସୁଦର୍ଶନ ପଟ୍ଟନାୟକ ।
My SandArt at Puri beach in Odisha with message #Please Donate #Plasma Save Life . #FightAgainstCOVID19 pic.twitter.com/KXDYoQbzuy
— Sudarsan Pattnaik (@sudarsansand) July 24, 2020
Comments are closed.