Latest Odisha News

BREAKING NEWS

ବୈଜ୍ଞାନିକଙ୍କୁ ମିଳିଲା ବିରଳ ଝିଟିପିଟି ପ୍ରଜାତିର ପ୍ରାଣୀ

ସ୍ଲୋଭେନିଆ: ବୈଜ୍ଞାନିକମାନେ ଏକ ବିରଳ ଝିଟିପିଟି ପ୍ରଜାତିର ପ୍ରାଣୀ ଆବିଷ୍କାର କରିଛନ୍ତି । ଯାହାକି ଦୁନିଆର ସବୁଠାରୁ ଅଜିବ ପ୍ରାଣୀଙ୍କ ସୂଚୀରେ ସାମିଲ ହୋଇଯାଇଛି । ଏହି ପ୍ରାଣୀ ପର୍ବତ ଗହ୍ୱର ଭିତରେ ରହେ ଏବଂ ୭ବର୍ଷ ହେଲା ଏହା ଗୋଟିଏ ସ୍ଥାନରେ ପଡିରହିଛି । ଏହି ପ୍ରଜାତିର ପ୍ରାଣୀ ଅତ୍ୟଧିକ ଅଳସୁଆ ଥାଆନ୍ତି ।

ବୈଜ୍ଞାନିକଙ୍କ ଅନୁସାରେ, ଏହି ଛୋଟ ପ୍ରାଣୀର ଲମ୍ବ ପାଖାପାଖି ୧ଫୁଟ୍ । ଏମାନେ ଅନ୍ଧକାର ଭିତରେ ବସବାସ କରନ୍ତି ଓ ତାଙ୍କର ଜୀବନ କାଳ ପାଖାପାଖି ୧୦୦ ବର୍ଷ । ଏହି ବିରଳ ପ୍ରାଣୀ ଦେଖିପାରନ୍ତିନି । ସେମାନେ ଗୋଟିଏ ସ୍ଥାନରେ ରହିବାକୁ ଇଚ୍ଛା କରନ୍ତି । କେବଳ ସହବାସ ସମୟରେ ଚଳ ପ୍ରଚଳ କରନ୍ତି ।

Leave A Reply

Your email address will not be published.