Latest Odisha News

BREAKING NEWS

କଂଗ୍ରେସରୁ ପ୍ରାର୍ଥୀ ହେଲେ ମାଓବାଦୀ ନେତାଙ୍କ ପତ୍ନୀ, ଜଟଣୀରୁ ଲଢିବେ ସୁରେଶ ରାଉତରାୟ

ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନ ଲାଗି କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବାର ୩ ଦିନ ପରେ ଏଆଇସିସି ପକ୍ଷରୁ ଶୁକ୍ରବାର ରାତିରେ ଦ୍ୱିତୀୟ ପର୍ଯ୍ୟାୟରେ ୨ଟି ଲୋକସଭା ଓ ୫୪ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ।

ବଲାଙ୍ଗିରରୁ ସମରେନ୍ଦ୍ର ମିଶ୍ର ଓ କୋରାପୁଟ (ଏସଟି) ଆସନରୁ ସପ୍ତଗିରି ଉଲକାଙ୍କ ନାମ ୨ଟି ଲୋକସଭା ସିଟ୍ ଲାଗି କଂଗ୍ରେସ ଘୋଷଣା କରିଛି ।

ଉଲ୍ଲେଖଯୋଗ୍ୟ ପୂର୍ବରୁ କଂଗ୍ରେସ ୬ଟି ଲୋକସଭା ଆସନର ପ୍ରାର୍ଥୀ ତାଲିକା-
ପ୍ରଦୀପ କୁମାର ଦେବତା (ବରଗଡ଼-ଏସଟି), ଜର୍ଜ ତୀର୍କି (ସୁନ୍ଦରଗଡ଼-ଏସଟି), ଭକ୍ତ ଚରଣ ଦାସ (କଳାହାଣ୍ଡି), ପ୍ରଦୀପ ମାଝି (ନବରଙ୍ଗପୁର-ଏସଟି), ମନୋଜ କୁମାର ଆଚାର୍ଯ୍ୟ (କନ୍ଧମାଳ), ଭି ଚନ୍ଦ୍ରଶେଖର ନାଇଡ଼ୁ (ବ୍ରହ୍ମପୁର) ।

ବିଧାନସଭା ଆସନର ପ୍ରାର୍ଥୀ ତାଲିକା-

ବିଜେପୁର – ରିପୁନାଥ ସେଠ
କୁଚିଣ୍ଡା- ଶୋଭାରାମ ପ୍ରଧାନ
ତଳସରା- ପ୍ରଫୁଲ୍ଲ ମାଝି
ପାରଳାଖେମୁଣ୍ଡି- କେ. ସୂର୍ଯ୍ୟ ରାଓ
ସୁନ୍ଦରଗଡ଼- ଅମିତା ବିଶ୍ୱାଳ
ରଘୁନାଥପାଲ୍ଲୀ- ପ୍ରଶାନ୍ତ ସେଠୀ
ରାଉରକେଲା- ମୁକ୍ତିକାନ୍ତ ବିଶ୍ୱାଳ
ରେଙ୍ଗାଲି- ବାଳକୃଷ୍ଣ ରୋହିଦାସ
ସମ୍ବଲପୁର- ଅଶ୍ୱିନୀ କୁମାର ଗୁରୁ
ରେଢ଼ାଖୋଲ- ଆସଫ ଅଲ୍ଲୀ ଖାନ୍
ଦେବଗଡ଼- ଉମାଶଙ୍କର ସାହୁ
ଆନନ୍ଦପୁର- ଜୟଦେବ ଜେନା
କେନ୍ଦୁଝର- ବିଦ୍ୟାଧର ଦେହୁରୀ
ଚମ୍ପୁଆ- ଯଦୁମଣି ବାରିକ
କରଞ୍ଜିଆ- ସୁଦାମ ଚରଣ ନାଏକ
ଜଳେଶ୍ୱର- ସୁଦର୍ଶନ ଦାସ
ନୀଳଗିରି- ମନୋଜ ମଞ୍ଜରୀ ଦେବୀ
କୋରେଇ- ବନ୍ଦିତା ପରିଡ଼ା
ଢେଙ୍କାନାଳ- ନବୀନ ନନ୍ଦ
ପାଲଲହଡା- ସୁବ୍ରତ ଗଡ଼ନାୟକ
ତାଳଚେର- ସୁରେଶ ଚନ୍ଦ୍ର ବେହେରା
ଅନୁଗୋଳ- ବିପ୍ଳବ ଜେନା
ଛେଣ୍ଡିପଦା- ସସ୍ମିତା ବେହେରା
ଆଠମଲ୍ଲିକ- ବିଜୟାନନ୍ଦ ଚାଉଳିଆ
ସୋନପୁର- ଚିତ୍ତରଞ୍ଜନ ମିଶ୍ର
ଲୋଇସିଂହା- ନବ କିଶୋର ନାଏକ
ଟିଟିଲାଗଡ଼- ସୁରେନ୍ଦ୍ର ସିଂହ ଭୋଇ
କଣ୍ଟାବାଞ୍ଜି- ସନ୍ତୋଷ ସିଂହ ସାଲୁଜା
ଉମରକୋଟ- ଯଶୋଦା ରାଣୀ ଗଣ୍ଡ
ଜୁନାଗଡ଼- ଅନୀଲ ସିଂହ ଦେଓ
ଭବାନୀପାଟଣା- ସାଗର ଚରଣ ଦାସ
ନର୍ଲା- ଚିତ୍ତରଞ୍ଜନ ମଣ୍ଡଳ
ବାଙ୍କି- ଦେବାଶିଷ ପଟ୍ଟନାୟକ
ଆଠଗଡ଼- ଉମାବଲ୍ଲଭ ରଥ
କଟକ-ବାରବାଟୀ- ମହମ୍ମଦ ମୋକିମ୍
କଟକ ସଦର- ରତ୍ନାକର ବେହେରା
କେନ୍ଦ୍ରାପଡ଼ା- ଗଣେଶ୍ୱର ବେହେରା
ଆଳି- ଦେବେନ୍ଦ୍ର ଶର୍ମା
ରାଜନଗର- ଅଂଶୁମାନ ମହାନ୍ତି
ଜଗତସିଂହପୁର- ଚିରଞ୍ଜୀବ ବିଶ୍ୱାଳ
କାକଟପୁର- ବିଶ୍ୱଭୂଷଣ ଦାଶ
ବ୍ରହ୍ମଗିରି- ଉମାକାନ୍ତ ବରାଳ
ସତ୍ୟବାଦୀ- ପ୍ରସାଦ ହରିଚନ୍ଦନ
ଏକାମ୍ର ଭୁବନେଶ୍ୱର- ରଶ୍ମୀରେଖା ମହାପାତ୍ର
ଜଟଣୀ- ସୁରେଶ କୁମାର ରାଉତରାୟ
ରଣପୁର- ଶୁଭଶ୍ରୀ ପଣ୍ଡା
ଖଲ୍ଲିକୋଟ- ଭୋକାଲି ସେଠୀ
ସୋରଡ଼ା- ସଂଗ୍ରାମ ମହାନ୍ତି
ଦିଗପହଣ୍ଡି- ପ୍ରଫୁଲ୍ଲ ପଣ୍ଡା
ରାୟଗଡ଼ା- ଆପାଲସ୍ୱାମୀ କାଡ୍ରାକା
ଲକ୍ଷ୍ମୀପୁର- କୈଳାସ କୁଲେସିକା
କୋଟପାଡ଼- ଚନ୍ଦ୍ରଶେଖର ମାଝୀ

Leave A Reply

Your email address will not be published.