Latest Odisha News

BREAKING NEWS

ପୁରୀରୁ ଲଢିବେ ସମ୍ବିତ ପାତ୍ର, ବିଜେପିର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ୧ମ ପର୍ଯ୍ୟାୟରେ ୧୦ଟି ଲୋକସଭା ଏବଂ ୯୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି, ତେବେ ଶନିବାର ଦିନ ୨ୟ ପର୍ଯ୍ୟାୟରେ ବିଜେପି ୫ଟି ଲୋକସଭା ଏବଂ ୨୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନର ତାଲିକା ଘୋଷଣା କରିଛି ।

ପୁରୀ ଲୋକସଭା ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛିଡ଼ା ହେବାର ପୂର୍ବରୁ ଯେଉଁ କଳ୍ପନାଜଳ୍ପନା ପ୍ରକାଶ ପାଉଥିଲା ତାହାର ଅବସାନ ଘଟିଛି, ପୁରୀରୁ ରାଷ୍ଟ୍ରୀୟ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଦଳୀୟ ଟିକଟରେ ନିର୍ବାଚନ ଲଢିବା ନେଇ ତାଲିକାରେ ପ୍ରକାଶିତ ହୋଇଛି ।


୫ଟି ଲୋକସଭା ଆସନ ଓ ପ୍ରାର୍ଥୀ
ବରଗଡ଼ – ସୁରେଶ ପୁଜାରୀ
ପୁରୀ – ସମ୍ବିତ ପାତ୍ର
କୋରାପୁଟ – ଜୟରାମ ପାଙ୍ଗୀ
ସମ୍ବଲପୁର – ନିତେଶ ଗଙ୍ଗଦେବ
କଳାହାଣ୍ଡି – ବସନ୍ତ କୁମାର ପଣ୍ଡା

 

 

୨୨ଟି ବିଧାନସଭା ଆସନ ଓ ପ୍ରାର୍ଥୀ
ଭଟଲି: ଇରାଶିଷ ଆଚାର୍ଯ୍ୟ

ଦେବଗଡ଼: ସୁବାଷ ପାଣିଗ୍ରାହୀ

ବୀରମହାରାଜପୁର: ରଘୁନାଥ ଜଗଦଲା

ସୋନପୁର: ଅଶୋକ ପୂଜାହାରୀ

ବଲାଙ୍ଗୀର: ଅନନ୍ତ ଦାସ

ନୂଆପଡା: ହୋମସିଂହ ମାଝୀ

ଝରିଗାଁ: ପର୍ଶୁରାମ ମାଝୀ

ଡାବୁଗାଁ: ପଦ୍ମନ ନାୟକ

ଭବାନୀପାଟଣା: ପ୍ରଦୀପ ନାୟକ

ଦଶପଲ୍ଲା: ପୂର୍ଣ୍ଣଚନ୍ଦ୍ର ନାୟକ

କବିସୂର୍ଯ୍ୟନଗର: ରଂଜନ ପଲାଇ

ଛତ୍ରପୁର: ପ୍ରଶାନ୍ତ କର

ଆସିକା: ଦେବରାଜ ମହାନ୍ତି

ସେରଡା: ନୀଳମଣୀ ବିଶୋୟୀ

ଦିଗପହଣ୍ଡି: ପିଙ୍କି ପ୍ରଧାନ

ବ୍ରହ୍ମପୁର: କାହ୍ନୁ ପତି

ମୋହନା: ପ୍ରଶାନ୍ତ ମଲ୍ଲିକ

ଗୁଣପୁର: ଶିଶର ଗମାଙ୍ଗ

ରାୟଗଡ଼ା: ବସନ୍ତ ଉଲ୍ଲାକା

ଜୟପୁର: ଗୌତମ ସାମନ୍ତରାୟ

କୋରାପୁଟ: ତ୍ରିପୁରା ଗୌଡ଼

ଚିତ୍ରକୋଣ୍ଡା: ପଦୁ ମାଝୀ

ବିଜେପି ପକ୍ଷରୁ ଅବଶିଷ୍ଟ ୨୬ଟି ବିଧାନସଭା ଏବଂ ୬ଟି ଲୋକସଭା ଆସନର ଚୂଡ଼ାନ୍ତ ତାଲିକା ଶନିବାର ସନ୍ଧ୍ୟାରେ ପ୍ରକାଶ ପାଇବ ବୋଲି ଦଳୀୟ ସୂତ୍ରୁରୁ ସୂଚନା ମିଳିଛି ।

Leave A Reply

Your email address will not be published.