ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ବେଲପଡା ତହସିଲର ସେକ୍ସନ ଅଫିସର ଜୁଗଲ କିଶୋର ରାଉତ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଜମିଜମା ସମ୍ପର୍କିତ ଫାଇଲ୍ କାମ କରାଇଦେବା ପାଇଁ ସେ ଅଭିଯୋଗକାରୀଙ୍କ ଠାରୁ ୧୫ ହଜାର ଟଙ୍କା ନେଉଥିଲେ । ଟଙ୍କାତକ ତାଙ୍କ ଠାରୁ ଭିଜିଲାନ୍ସ ଜବତ କରିଛି । ଏହାକୁ ଭିତ୍ତି କରି ତାଙ୍କର ଦୁଇଟି ଠିକଣାରେ ବି ଭିଜିଲାନ୍ସ ପହଞ୍ଚି ତନଖି କରୁଛି । ସମ୍ୱଲପୁର ଭିଜିଲାନ୍ସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।
BREAKING NEWS
- ଅବସର ପରେ ସେନା କୁକୁରଙ୍କୁ ମିଳେକି ଭତ୍ତା? ଜାଣନ୍ତୁ କଣ ରହିଛି ନିୟମ….
- Chatbot for Revenue Services: ‘ଆମ ସାଥୀ’ହ୍ୱାଟସ୍ଆପ୍ ଚାଟ୍ବଟ୍ର ଶୁଭାରମ୍ଭ;ଘରେ ବସି ପାଇପାରିବେ ବିବାହ ପଞ୍ଜିକରଣ, ଜାତି ଓ ଆୟ ପ୍ରମାଣପତ୍ର
- Post Drone Delivery: ଆକାଶରେ ଆସିବ ଚିଠି-ପାର୍ସଲ! ମିନିଟକରେ ଡ୍ରୋନ ମାଧ୍ୟମରେ ପହଞ୍ଚିବ ଆପଣଙ୍କ ଜିନିଷ…
- AI Viruses: ରୋଗ ଭଲ କରିବ ନା ବଢ଼ାଇବ ବିପଦ? AIରେ ତିଆରି ହେଲା ୧୬ ନୂଆ ଭାଇରସ୍!
- କେଉଁଠି ଓ କାହିଁକି ଚାଲିଛି ଜେନ୍-ଆଲଫାଙ୍କ ପ୍ରତିବାଦ? କଣ ରହିଛି ସେମାନଙ୍କ ଦାବି..
- Vijay Govt U-turn: ୟୁ-ଟର୍ଣ୍ଣ ନେଲେ ବିଜୟ ସରକାର; କକ୍ରୋଚଙ୍କ ଠାରୁ ଦୂରେଇ ରହିବାକୁ କହିଥିଲେ! ୨ ଦିନରେ ନିଷ୍ପତ୍ତି ବଦଳାଇଲେ…
- ବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କ: ୧୫ ଦିନ ସ୍କୁଲ ଛୁଟି ଘୋଷଣା କଲେ ସ୍କୁଲ କର୍ତ୍ତୃପକ୍ଷ
- Shower Fine: ମାତ୍ର ୫ ମିନିଟ୍ ଗାଧୁଆ…ଗଣିବାକୁ ପଡିଲା ୧.୩ ଲକ୍ଷ ଟଙ୍କା! ଅଷ୍ଟ୍ରେଲିଆରେ ହଟହଟା ଭାରତୀୟ ଯୁବତୀ!
- ଅନଲାଇନ୍ ଗାଡ଼ି ଚାଳକଙ୍କ ହିଂସ୍ର ଆନ୍ଦୋଳନ; ଆମ ବସ୍ ଭଙ୍ଗାରୁଜା କଲେ,ପୋଲିସକୁ ଟେକା ପଥର ମାରିଲେ;ପୋଲିସ୍ ପକ୍ଷରୁ ଲାଠିଚାର୍ଜ
- ହୀରାକୁଦ ଡ୍ୟାମର ଆଉ ୨ଟି ଗେଟ୍ ଖୋଲିଲା, ୧୭ ଗେଟ୍ ଦେଇ ଜଳ ନିଷ୍କାସନ

Comments are closed.