Latest Odisha News

BREAKING NEWS

ଇସ୍ତଫା ଦେଲେ ବରିଷ୍ଠ ଆଇଏଏସ୍ ଅଫିସର ଗଗନ ଧଳ

ଭୁବନେଶ୍ୱର: ୧୯୮୫ ବ୍ୟାଚ ଓଡିଶା କ୍ୟାଡରର ବରିଷ୍ଠ ଆଇଏଏସ୍ ଅଫିସର ଗଗନ ଧଳ ଶୁକ୍ରବାର ଦିନ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ଶ୍ରୀ ଧଳ ଜାନୁୟାରୀ ୨୦୨୦ ମସିହାରେ ଅବସର ନେବାକୁ ଯାଉଛନ୍ତି । ତେଣୁ ସରକାରଙ୍କୁ ତାଙ୍କର ଇସ୍ତଫା ଦେବାନେଇ ଜଣାଇଥିବା ବେଳେ ସେ କୃଷି ଉତ୍ପାଦନ କମିଶନର ଭାବେ କାର୍ଯ୍ୟରତ ଥିବା ଜଣାପଡିଛି ।

ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁବାର ଦିନ ଆଇଏଏସ ସ୍ତରରେ ସାମାନ୍ୟ ଅଦଳବଦଳ କରାଯାଇଥିଲା। ଏହି ଅଦଳବଦଳ ଫଳରେ ଗଗନଙ୍କ ସ୍ଥାନରେ କୃଷି ଉତ୍ପାଦନ କମିଶନର ଭାବେ ପ୍ରଦୀପ୍ତ ମହାପାତ୍ର ନିଯୁକ୍ତ ହୋଇଛନ୍ତି ।

Leave A Reply

Your email address will not be published.