Latest Odisha News

BREAKING NEWS

Browsing Tag

Pradipta Mahapatra

ହୋମ୍ ଆଇସୋଲେସନରେ କେମିତି ଖାଇବେ ଫାଭିପିରାଭିର୍ ଟାବଲେଟ୍, ସ୍ୱାସ୍ଥ୍ୟ ବିଭାଗର SOP

ଭୁବନେଶ୍ୱର: ରାଜ୍ୟରେ ହୋମ୍ ଆଇସୋଲେସନରେ ଥିବା କରୋନା ଆକ୍ରାନ୍ତଙ୍କୁ ଏଣିକି ଫାଭିପିରାଭିର୍ ଟାବଲେଟ୍ ଦିଆଯାଇ ପାରିବ । ଏଥିପାଇଁ ଏସଓପି ଜାରି କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । କେମିତି ଓ କେଉଁ ପରିସ୍ଥିତିରେ କରୋନା ରୋଗୀଙ୍କ ଏହି ଔଷଧ ହୋମ୍ ଆଇସୋଲେସନ ବେଳେ ଦିଆାଇପାରିବ ସେନେଇ ସବୁ…

ରାଉରକେଲାରେ ୨୫% ଲୋକଙ୍କ ଦେହରେ ଆଂଟିବଡି

ରାଉରକେଲା: ରାଉରକେଲାରେ ଲୋକ ମାନଙ୍କ ଦେହରେ କେତେ ପ୍ରତିଶତ ଆଂଟିବଡି ସୃଷ୍ଟି ହୋଇଛି ସେନେଇ ଆଇସିଏମଆର ପକ୍ଷରୁ ସେରୋ ସର୍ଭେ କରାଯାଇଥିଲା । ୩୧ ଅଗଷ୍ଟରୁ ୫ ସେପ୍ଟେମ୍ବର ଯାଏ କରାଯାଇଥିବା ଏହି ସେରୋ ସର୍ଭେରେ ଜଣାପଡିଛି ଯେ, ରାଉରକେଲାରେ ୨୫ ପ୍ରତିଶତ ଲୋକଙ୍କ ଦେହରେ ଆଂଟିବଡି ସୃଷ୍ଟି…

ରାଜ୍ୟରେ ୨୪ ଘଂଟାରେ ୪୨ ହଜାରରୁ ଅଧିକ ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ ଲଗାତାର ଦ୍ୱିତୀୟ ଦିନ ପାଇଁ ରେକର୍ଡ ସଂଖ୍ୟକ ନମୁନା ପରୀକ୍ଷା ହୋଇଛି । ଗତ ୨୪ ଘଂଟାରେ ୪୨ ହଜାର ୭୬୧ ନମୁନା ପରୀକ୍ଷା କରାଯାଇଛି । ୩୬ ହଜାର ୨ ଆଂଟିଜେନ ଟେଷ୍ଟ ହୋଇଥିବାବେଳେ ୬ହଜାର ୬୩୫ ହେଉଛି ଆରଟିପିସିଆର ଟେଷ୍ଟ । ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏହି…

ଓଡ଼ିଶାର ୭୦ ପ୍ରତିଶତ କରୋନା ଆକ୍ରାନ୍ତ ଲକ୍ଷଣହୀନ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ଘରକୁ ଘର ବୁଲି ସର୍ଭେ କରାଯିବା ଯୋଗୁ ସଂକ୍ରମିତଙ୍କ ସଂଖ୍ୟା ବଢିଛି । ଏଥିରେ କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ । ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ପ୍ରେସମିଟର ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ।…

ଇସ୍ତଫା ଦେଲେ ବରିଷ୍ଠ ଆଇଏଏସ୍ ଅଫିସର ଗଗନ ଧଳ

ଭୁବନେଶ୍ୱର: ୧୯୮୫ ବ୍ୟାଚ ଓଡିଶା କ୍ୟାଡରର ବରିଷ୍ଠ ଆଇଏଏସ୍ ଅଫିସର ଗଗନ ଧଳ ଶୁକ୍ରବାର ଦିନ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଶ୍ରୀ ଧଳ ଜାନୁୟାରୀ ୨୦୨୦ ମସିହାରେ ଅବସର ନେବାକୁ ଯାଉଛନ୍ତି । ତେଣୁ ସରକାରଙ୍କୁ ତାଙ୍କର ଇସ୍ତଫା ଦେବାନେଇ ଜଣାଇଥିବା ବେଳେ…