Latest Odisha News

BREAKING NEWS

Browsing Tag

IAS Officer

ଡେନ୍‌ମାର୍କ ଗସ୍ତର ଫଟୋ ସେୟାର କଲେ ଆଥାର୍‌ଙ୍କ ଦ୍ବିତୀୟ ପତ୍ନୀ

ନୂଆଦିଲ୍ଲୀ : ଆାପଣମାନେ ଜାଣିଥିବେ ଟିନା ଡାବିଙ୍କ ପୂର୍ବତନ ସ୍ବାମୀ ଆଥାର ଅମିର ଖାନ ବା ଆଇଏଏସ୍‌ ଆଥାର ୨୦୨୨ ମସିହାରେ ଦ୍ବିତୀୟ ବିବାହ କରିଛନ୍ତି। ତାଙ୍କ ଦ୍ବିତୀୟ ପତ୍ନୀ ଜଣେ ଡାକ୍ତର। ଆଥାରଙ୍କ ଦ୍ବିତୀୟ ପତ୍ନୀ ଡା.ମେହରିନ କାଜି ହେଉଛନ୍ତି କଶ୍ମୀରର ବାସିନ୍ଦା। ଆଇଏଏସ୍‌ ଆଥାର ଓ…

‘ଆଜି ସାନିଟାରୀ ପ୍ୟାଡ୍ ଦାବି କରୁଛ, କାଲି କହିବ ଆମକୁ କଣ୍ଡୋମ ଦିଅ’

ନୂଆଦିଲ୍ଲୀ: ବିହାର ସରକାରଙ୍କ ଜଣେ ମହିଳା ଅଧିକାରୀ ସଂପ୍ରତି ନିଜର ବୟାନକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ଛାତ୍ରୀମାନେ ତାଙ୍କୁ ମାଗଣାରେ ସାନିଟାରୀ ପ୍ୟାଡ୍ ଦାବି କରିବାରୁ, ଅଧିକାରୀ ବଡ ବିଚିତ୍ର ପ୍ରତିକ୍ରିୟା ଦେଇଥିଲେ। ବିହାର ମହିଳା ବିକାଶର ବରିଷ୍ଠ ଅଧିକାରୀ କହିଥିଲେ, ଏବେ ତ…

୨୦୦୬ ବ୍ୟାଚର ୫୫ଜଣ ଆଇଏଏସ୍ ଅଧିକାରୀଙ୍କୁ କେନ୍ଦ୍ରରେ ଯୁଗ୍ମ ସଚିବ ଏବଂ ସେହି ସମକକ୍ଷ ପଦରେ ସାମିଲ କରାଯାଇଛି

ଭୁବନେଶ୍ୱର : ୨୦୦୬ ବ୍ୟାଚର ୫୫ଜଣ ଭାରତୀୟ ପ୍ରଶାସନିକ ସେବା ( ଆଇଏଏସ୍ ) ଅଧିକାରୀଙ୍କୁ କେନ୍ଦ୍ରରେ ଯୁଗ୍ମ ସଚିବ ବା ସେହି ସମକକ୍ଷ ପଦରେ ସାମିଲ କରାଯାଇଛି । ଏମାନଙ୍କ ମଧ୍ୟରୁ ଓଡିଶା କ୍ୟାଡର ଆଇଏଏସ୍ ଅଧିକାରୀ ରୂପା ରୋଶନ ସାହୁଙ୍କ ସମେତ ୫୪  ଜଣଙ୍କୁ ଯୁଗ୍ମ ସଚିବ ପଦରେ ସାମିଲ ହୋଇଛନ୍ତି।…

ପ୍ରଶାସନିକ ସ୍ତରରେ ଅଦଳବଦଳ

ଭୁବନେଶ୍ୱର:  ରାଜ୍ୟ ସରକାର ଆଇଏଏସ ସ୍ତରରେ  ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ  ବିଜ୍ଞପ୍ତି ପ୍ରକାଶ ପାଇଛି ।ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି  ଅନୁସାରେ – ୧୯୯୩ ବ୍ୟାଚ୍‌ ଆଇଏଏସ ତଥା ଇସ୍ପାତ ଓ ଖଣି ବିଭାଗ ପ୍ରମୁଖ ସଚିବ ଦେଓରଞ୍ଜନ…

ସୁରେଶ ମହାପାତ୍ର ନୂଆ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ଅଫିସର ସୁରେଶ ମହାପାତ୍ର ହେବେ ନୂଆ ମୁଖ୍ୟ ଶାସନ ସଚିବ। ତାଙ୍କ ନାଁରେ ଆଜି ବିଦ୍ଧିବଦ୍ଧ ମୋହର ଲାଗିଛି । ଆସନ୍ତା  ୩୧ ତାରିଖରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଅବସର ନେବେ। ତେଣୁ ତାଙ୍କ ସ୍ଥାନରେ ସୁରେଶ ମହାପାତ୍ରଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ।…

କୋଭିଡ ପରିଚାଳନା ପାଇଁ ବିଏମ୍‌ସି ଓ ଖୋର୍ଦ୍ଧା ଦାୟିତ୍ୱରେ ଦୁଇ ଆଇଏଏସ୍ ଅଧିକାରୀ

ଭୁବନେଶ୍ୱର: ଦିନକୁ ଦିନ ଖୋର୍ଦ୍ଧା ଓ ଭୁବନେଶ୍ୱରରେ କୋଭିଡ ୧୯ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେଣୁ ରାଜ୍ୟ ସରକାର ଦୁଇ ଆଇଏଏସ୍ ଅଧିକାରୀ ପାରୁଲ ପତୱାରୀ, ବିଶାଲ ସିଂଙ୍କୁ ବିଏମସି ଓ ଖୋର୍ଦ୍ଧା ଦାୟିତ୍ୱ ଦେଇଛନ୍ତି । ଗଂଜାମ ଜିଲ୍ଲାରେ କୋଭିଡ ପରିଚାଳନା ଦିଗରେ ଏଡିଏମ ଭାବେ ଭଲ…

ଆଇଏଏସ୍ ଉଷା ପାଢୀ ହେଲେ ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋର ଡିଜି

ନୂଆଦିଲ୍ଲୀ: ଆଇଏଏସ୍ ଉଷା ପାଢୀ ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ(ବିସିଏଏସ୍‌)ର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତ ୧୮ ତାରିଖରେ ସେ ଦାୟିତ୍ୱରେ ଯୋଗ ଦେଇଥିବା ବେଳେ ଏ ନେଇ ଶ୍ରୀମତୀ ପାଢୀ ଟ୍ୱିଟରରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, ‘ବିସିଏଏସ ଡିଜି…

ଯୁଦ୍ଧର ନାଁ କରୋନା; ଯୋଦ୍ଧାର ନାଁ ଲବ ଅଗ୍ରୱାଲ୍‌ !

ନୂଆଦିଲ୍ଲୀ: ସେ ହେଉଛନ୍ତି କରୋନା ଯୁଦ୍ଧର ସେନାପତି । ଦେଶର ବହୁଚର୍ଚ୍ଚିତ ଆଇଏଏସ୍ ଅଫିସର । ଯାହାଙ୍କୁ ଦେଶ ୪୦ରୁ ଅଧିକ ଦିନ ଧରି ଟିଭି ସ୍କ୍ରିନ୍‌ରେ ଅପରାହ୍ନ ୪ଟାରେ ପ୍ରତିଦିନ ଶୁଣିଆସୁଛି । ଖାସ କରୋନାଭାଇରସ୍ ସମ୍ବନ୍ଧୀୟ ସୂଚନା ପାଇଁ । ସେ ହେଉଛନ୍ତି କେନ୍ଦ୍ର ସରକାରଙ୍କ ମିଷ୍ଟଭାଷୀ…

ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଛନ୍ତି ଆଇଏଏସ୍ ଅଧିକାରୀ ଗଗନ ଧଳ: ଓଡିଶା ସରକାର

ଭୁବନେଶ୍ୱର: ଓଡିଶା କ୍ୟାଡରର ବରିଷ୍ଠ ଆଇଏଏସ୍ ଅଫିସର ଗଗନ ଧଳ ବ୍ୟକ୍ତିଗତ ତଥା ପାରିବାରିକ କାରଣରୁ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଥିବା ନେଇ ଶୁକ୍ରବାର ଦିନ ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟର ପ୍ରତିକ୍ରିୟା ଦେଇ ଶ୍ରୀ ଧଳ କହିଛନ୍ତି ଯେ, ସେ ଅନେକ…

ଇସ୍ତଫା ଦେଲେ ବରିଷ୍ଠ ଆଇଏଏସ୍ ଅଫିସର ଗଗନ ଧଳ

ଭୁବନେଶ୍ୱର: ୧୯୮୫ ବ୍ୟାଚ ଓଡିଶା କ୍ୟାଡରର ବରିଷ୍ଠ ଆଇଏଏସ୍ ଅଫିସର ଗଗନ ଧଳ ଶୁକ୍ରବାର ଦିନ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଶ୍ରୀ ଧଳ ଜାନୁୟାରୀ ୨୦୨୦ ମସିହାରେ ଅବସର ନେବାକୁ ଯାଉଛନ୍ତି । ତେଣୁ ସରକାରଙ୍କୁ ତାଙ୍କର ଇସ୍ତଫା ଦେବାନେଇ ଜଣାଇଥିବା ବେଳେ…