Latest Odisha News

BREAKING NEWS

ମାଲକାନଗିରିରେ ସେରୋ ସର୍ଭେ ଆରମ୍ଭ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପ୍ରଥମ ସେରୋଲୋଜିକାଲ୍ ସର୍ଭେ ଗୁରୁବାର ଦିନ ଠାରୁ ଆରମ୍ଭ ହୋଇଛି ।

ରିଜିଓନାଲ୍ ମେଡିକାଲ୍ ରିସର୍ଚ୍ଚ ସେଣ୍ଟର(ଆରଏମଆରସି)ର ଏକ୍ସପର୍ଟ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କୁ ନେଇ ଏକ ୫ ଜଣିଆ ଟିମ୍ ତିନି ଦିନ ଧରି ଏହି ସର୍ଭେ କରିବେ ।

Leave A Reply

Your email address will not be published.