ମୁମ୍ବାଇ: ସୁପରଷ୍ଟାର ଶାହାରୁଖ ଖାଁ ଓ ତାପସୀ ପନ୍ନୁଙ୍କ ଡଙ୍କି ଫିଲ୍ମର ଶୁଟିଂ ଜୋରସୋରରେ ଚାଲିଛି । ରାଜକୁମାର ହିରାନୀଙ୍କ ଏହି ଫିଲ୍ମ ପ୍ରତି ଦର୍ଶକଙ୍କ ବେଶ ଉତ୍କଣ୍ଠା ରହିଛି । ଇତି ମଧ୍ୟରେ ଡଙ୍କି ଫିଲ୍ମରେ ଶାହାରୁଖ ଓ ତାପସୀଙ୍କ ଲୁକ ଲିକ ହୋଇଛି । ଏହା ଯେପରି ଲିକ ନ ହେବ ସେଥିପ୍ରତି ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଥିଲା । ଲଣ୍ଡନରେ ଶୁଟିଂ ଅବସରରେ ଏହା ଲିକ ହୋଇଛି । ଫଟୋରେ ଶାହାରୁଖ ତଳେ ବସିଥିବା ବେଳେ ତାପସୀ ତାଙ୍କୁ ଦେଖୁଛନ୍ତି । ବର୍ଡର ଇମିଗ୍ରେଶନ ଉପରେ ଏହି ଫିଲ୍ମ ଅଧାରିତ । କିପରି କେତେକ ଏଜେନ୍ସି କାନାଡାକୁ ନେବା ପ୍ରଲୋଭନ ଦେଖାଇ ଯୁବଗୋଷ୍ଠୀଙ୍କୁ ଫସାଉଛନ୍ତି ତାହା ଏଥିରେ ସମ୍ପୂର୍ଣ୍ଣ ଭାବେ ହିରାନୀଙ୍କ ଷ୍ଟାଇଲରେ ନିର୍ମାଣ କରାଯାଉଛି । ଜିୟୋ ଷ୍ଟୁଡିୟଜ, ରେଡ ଚିଲ୍ଲିଜ ଏଂଟରଟେନମେଂଟ ଓ ରାଜକୁମାର ହିରାନୀ ଫିଲ୍ମସ ମିଳିତ ଭାବେ ଏହାକୁ ପ୍ରେଜେଂଟ କରୁଛନ୍ତି । ଡିସେମ୍ବର ୨୦୨୩ରେ ଏହା ରିଲିଜ ହେବ । ଫିଲ୍ମର କାହାଣୀ ହିରାନୀ, ଅଭିଜିତ ଯୋଶୀ ଓ କନିକା ଢ଼ିଲୋଁ ଲେଖିଛନ୍ତି ।
BREAKING NEWS
- Middle East Crisis: ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ; ଯୋଗାଯୋଗ ପାଇଁ ନମ୍ୱର ଜାରି…
- LPG cylinders: “ଭୟ କରିବାର ଆବଶ୍ୟକତା ନାହିଁ,” LPG ଉପରେ ସରକାରଙ୍କ ବଡ଼ ସୂଚନା; ଜନସାଧାରଣଙ୍କୁ ଅପିଲ୍…
- Lok Adalat: ମାର୍ଚ୍ଚ ୧୪ରେ ଟିପିଏସ୍ଓଡିଏଲ୍ ଉପଭୋକ୍ତାଙ୍କ ନିମନ୍ତେ ଲୋକ ଅଦାଲତ
- ଅଲଗା ହେଲେ ଅଭିନେତ୍ରୀ ହଂସିକା ମୋଟୱାନୀ-ସୋହେଲ
- Naxal Free India:ଅସ୍ତ୍ରଶସ୍ତ୍ର ସହ ୧୦୮ ମାଓବାଦୀଙ୍କ ଆତ୍ମସମର୍ପଣ…ଏପଟେ ମାଓ ଡମ୍ପରୁ ୩କୋଟି ଟଙ୍କା ଓ ସୁନା ଉଦ୍ଧାର
- ଦିନିକିଆ କ୍ରିକେଟ: ୯୧ ବଲରେ ପାକିସ୍ତାନକୁ ହରାଇଲା ବାଂଲାଦେଶ
- Iranian Drones Hit Near Dubai Airport: ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଡ୍ରୋନ୍ ଆକ୍ରମଣ;ଜଣେ ଭାରତୀୟଙ୍କ ସମେତ ୪ ଆହତ
- ଆଇପିଏଲ ୨୦୨୬: ପ୍ରଥମ ପର୍ଯ୍ୟାୟର କାର୍ଯ୍ୟସୂଚୀ ଘୋଷଣା କଲା ବିିସିସିଆଇ
- Trump thanks India: ଆମେରିକାରେ ରିଲାଏନ୍ସର ‘ମାଷ୍ଟରଷ୍ଟ୍ରୋକ୍’
- Jasprit Bumrah: ମିଶନ ୨୦୨୭ – ବୁମରାଙ୍କ ବଡ଼ ନିଷ୍ପତ୍ତି !
Comments are closed.