ମୁମ୍ବାଇ: ଦେଶରେ କାୟା ମେଲାଇଛି କରୋନା । ଏଥିଲାଗି କଲେଜଠାରୁ ଆରମ୍ଭ କରି ସିନେମା ହଲ୍ ସବୁ କିଛି ବନ୍ଦ ରହିଛି । ତେବେ ଅନ୍ଲକ୍-୧ ଏବଂ ଅନ୍ଲକ୍-୨ରେ କିଛିଟା କୋହଳ ହୋଇଛି । ଫଳରେ ବନ୍ଦ ପଡିଥିବା ଫିଲ୍ମର ସୁଟିଂ ପୁଣି ଆରମ୍ଭ ହୋଇଛି । ବଲିଉଡର ଖିଲାଡି କୁମାର ଅକ୍ଷୟ କୁମାରଙ୍କ ଅପ୍କମିଂ ଫିଲ୍ମ ‘ବେଲ ବଟମ୍’ର ସୁଟିଂ ଆସନ୍ତା ଅଗଷ୍ଟ ମାସରେ ପୁଣି ଆରମ୍ଭ ହେବାକୁ ଯାଉଛି । ଏନେଇ ଅକ୍ଷୟ ନିଜ ଇନଷ୍ଟାଗ୍ରାମରେ ଏହି ଫିଲ୍ମର ଏକ ପୋଷ୍ଟର ସେୟାର କରିଛନ୍ତି।
ଏହା ସହ ଲେଖିଛନ୍ତି, କାମକୁ ଫେରିବାର ସମୟ ଆସିଯାଇଛି। ‘ବେଲ୍ ବଟମ୍’ର ସୁଟିଂ ଆସନ୍ତା ମାସ ଆରମ୍ଭ ହେବାକୁ ଯାଉଛି।” ଏହି ଫିଲ୍ମରେ ଅକ୍ଷୟଙ୍କ ସହ ନଜର ଆସିବେ ବାଣୀ କପୁର, ହୁମା କୁରେସି, ଲାରା ଦତ୍ତା, ଜ୍ୟାକି ଭଗନାନୀ । ଏହାର ନିର୍ଦ୍ଦେଶନା ଦେବେ ରଞ୍ଜିତ ଏମ୍ ତିଓ୍ୱାରୀ। ଏହି ଫିଲ୍ମଟି ଆସନ୍ତା ବର୍ଷ ଏପ୍ରିଲ୍ ୨ ତାରିଖରେ ରିଲିଜ୍ ହୋଇପାରେ।
BREAKING NEWS
- ଅଜରବଇଜାନରେ ସ୍କୁଲ ଏବଂ ଶିକ୍ଷାନୁଷ୍ଠାନରେ ହିଜାବ ଉପରେ କଟକଣା
- ଘାଟିକିଆ ଓ ଗାଡ଼କଣଠାରେ ଦୁଇଟି ସୁଲଭ ଆବାସିକ ପ୍ରକଳ୍ପର ଲୋକାର୍ପଣ, ଉପକୃତ ହେବେ ୧,୬୦୮ ପରିବାର
- ଭୁବନେଶ୍ବରରେ ଦୁର୍ଗାପୂଜା ପାଇଁ ଜାରି ହେଲା ଟ୍ରାଫିକ କଟକଣା, ୬ ଦିନ ଯାଏଁ ବନ୍ଦ ରହିବ ଏହି ସବୁ ରାସ୍ତା
- ଅଡ଼ୁଆରେ ଅଭିନେତା ଇମ୍ରାନ ଖାନ; ‘ଲୁକ୍ ଆଉଟ୍ ସର୍କୁଲାର୍’ ଜାରି କରିବାକୁ ବିଜେପି ନେତାଙ୍କ ଦାବି
- ରଣଜୀ ଟ୍ରଫି: ବାଦଲଙ୍କ ପ୍ରଥମ ଥର ପାଇଁ ୫ ୱିକେଟ୍ ସଫଳତା, କିନ୍ତୁ ଗୁଜରାଟ ବିପକ୍ଷରେ ସଙ୍କଟରେ ଓଡ଼ିଶା
- ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପ୍ଟେନ୍ ହୋଇପାରନ୍ତି ରୋହିତ ଶର୍ମା, ଜାଣନ୍ତୁ କାରଣ
- ନୂଆ IPL ପୂର୍ବରୁ ମାଷ୍ଟରଷ୍ଟ୍ରୋକ୍, ଦିଲ୍ଲୀ କ୍ୟାପିଟାଲ୍ସରେ ଯୁବରାଜ
- Smartphone Scrolling: ଅଧ୍ୟୟନରୁ ଲୁକ୍କାୟିତ ସମସ୍ୟା
- ଗୋଟିଏ ଓଭରରେ ୫ଟି ୱିକେଟ ନେଲେ ଦକ୍ଷିଣ ଆଫ୍ରିକାର ଏହି ବୋଲର
- ଐତିହାସିକ ବାଲିଯାତ୍ରାରେ ପ୍ଲାଷ୍ଟିକ୍ ବ୍ୟବହାରକୁ ନା, ନିୟମ ଭାଙ୍ଗିଲେ ଗଣିବାକୁ ପଡ଼ିବ ଜରିମାନା

Comments are closed.