ମୁମ୍ବାଇ: ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବିରେ ହାଜର ହେଲେ ଅଭିନେତ୍ରୀ ଶ୍ରଦ୍ଧା କପୁର । ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କରେ ତାଙ୍କୁ ହାଜର ହେବାକୁ ସମନ୍ ହୋଇଥିଲା । ଏହି ମାମଲାରେ ତାଙ୍କୁ ପଚରାଉଚରା କରୁଛି ଏନସିବି ଟିମ୍ ।
ହାଜର ହେବାକୁ ଗତ ୨୩ ତାରିଖରେ ଶ୍ରଦ୍ଧା କପୁରଙ୍କୁ ସମନ୍ ହୋଇଥିଲା । ଏହାପରେ ଆଜି ସେ କଡ଼ା ସୁରକ୍ଷା ଭିତରେ ଏନସିବି ଜୋନାଲ୍ ଅଫିସରେ ପହଞ୍ଚିଛନ୍ତି ।
#WATCH: Actor Shraddha Kapoor reaches Narcotics Control Bureau zonal office in Mumbai.
She has been summoned by NCB to join the investigation of a drug case, related to #SushantSinghRajput‘s death case. pic.twitter.com/RT2uGlC9DW
— ANI (@ANI) September 26, 2020
ଡ୍ରଗ୍ସ ଲିଙ୍କରେ ଆଉ କିଛି ସମୟ ଭିତରେ ଏନସିବିରେ ହାଜର ହୋଇପାରନ୍ତି ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ । ତାଙ୍କୁ ବି ସମନ୍ ହୋଇଥିଲା । ସେହିପରି କିଛି ସମୟ ତଳେ ହାଜର ହୋଇଛନ୍ତି ଦୀପିକା ପାଦୁକୋନ । ଗୋଟିଏ ଦିନରେ ଏହି ତିନି ଅଭିନେତ୍ରୀଙ୍କୁ ସମନ୍ ପଠାଇଥିଲା ଏନସିବି ।
Comments are closed.