Latest Odisha News
Browsing Tag

Bollywod Drugs Link

ବଲିଉଡ ଡ୍ରଗ୍ସ ଲିଙ୍କ: NCBରେ ହାଜର ହେଲେ ଅର୍ଜୁନ ରାମପାଲଙ୍କ ଗାର୍ଲଫ୍ରେଣ୍ଡ ଗେବ୍ରିଏଲା

ମୁମ୍ବାଇ: ଡ୍ରାଗ୍ସ ଲିଙ୍କ ମାମଲାରେ ଏନ୍‌ସିବି ଅଫିସ୍‌ରେ ହାଜର ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ଗାର୍ଲଫ୍ରେଣ୍ଡ ଗେବ୍ରିଏଲା ଡେମୋଟ୍ରିଏଡସ । ଏନ୍‌ସିବି ଆଜି ସାକଳେ ପଚରାଉଚରା କରିବା ପାଇଁ ତାଙ୍କୁ ସମନ ପଠାଇଥିଲା । ଗେବ୍ରିଏଲାଙ୍କ ସହ ଅଜୁର୍ନଙ୍କୁ ମଧ୍ୟ ପଚରାଉଚରା ପାଇଁ ସମନ…

ଡ୍ରଗ୍ସ ଲିଙ୍କ: ରେଡ୍ ପରେ ଅର୍ଜୁନ ରାମପାଲଙ୍କୁ NCBର ସମନ୍

ମୁମ୍ବାଇ: ଏନସିବି ତଥା ନାର୍କୋଟିକ୍ସ କଣ୍ଟେ୍ରାଲ ବ୍ୟୁରୋ ରାଡାରରେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ । ଡ୍ରଗ୍ସ ଲିଙ୍କ ମାମଲାରେ ସୋମବାର ତଙ୍କ ଘର, ଅଫିସ ଆଦି ରେଡ୍ କରିବା ପରେ ତାଙ୍କୁ ସମନ୍ କରିଛି ଏନସିବି ।ବୁଧବାର ସୁଦ୍ଧା ଏନସିବି ଅଫିସରେ ହାଜର ହେବା ପାଇଁ ସମନ ହୋଇଛି । ରାମପାଲଙ୍କ…

NCBକୁ ଦୀପିକା-ସାରା-ଶ୍ରଦ୍ଧା-ରକୁଲ କହିଲେ ଡ୍ରଗ୍ସ ଦୂରେ ଥାଉ, ସିଗାରେଟ୍ ବି ପିଉ ନାହୁଁ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କର ତଦନ୍ତକୁ ଜୋରଦାର କରିଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ନିକଟରେ ଡ୍ରଗ୍ସ ଚାଟ୍ ନେଇ ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନ ଓ ରକୁଲ ପ୍ରୀତ ସିଂହଙ୍କୁ ମାରାଥନ୍ ଜେରା କରିଥିଲା ଏନସିବି । ପଚରାଉଚରା…

NCB ପାଖରେ ଦୀପିକା-ସାରା-ଶ୍ରଦ୍ଧା-ରକୁଲଙ୍କ ଫୋନ୍, ଆଗକୁ ପୁଣି ଡାକିପାରେ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଖୋଳତାଡ ବେଳେ ସାମନାକୁ ଆସିଛି ବଲିଉଡର ଡ୍ରଗ୍ସ ଲିଙ୍କ ଖିଅ । ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସ୍କାନରରେ ବଲିଉଡ୍ ସୁନ୍ଦରୀ । ଦୀପିକା ପାଦୁକୋନା, ସାରା ଅଲ୍ଲୀ ଖାନା, ଶ୍ରଦ୍ଧା କପୁର ଓ ରକୁଲ ପ୍ରୀତ ସିଂହଙ୍କୁ ପଚରାଉରା ପରେ ସେମନାଙ୍କ…

ଏନ୍‌ସିବିରେ ହାଜର ହେଲେ ସାରା ଅଲ୍ଲି ଖାନ୍‌

ମୁମ୍ବାଇ: ଡ୍ରଗ୍ସ ଲିଙ୍କ ମାମଲାରେ ବଲିଉଡକୁ ପଡିଛି ଶନିଦଶା । ଗୋଟିଏ ପରେ ଗୋଟିଏ ଅଭିନେତ୍ରୀକୁ ଜେରା କରୁଛି ଏନ୍‌ସିବି । ଦୀପିକା, ଶ୍ରଦ୍ଧାଙ୍କ ପରେ ଏବେ ଏନ୍‌ସିବି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ସାରା ଅଲ୍ଲି ଖାନ୍ । ଡ୍ରଗ୍ସ ଲିଙ୍କ ନେଇ ତାଙ୍କ ନାଁ ସାମ୍ନାକୁ ଆସିବା ପରେ ସାରାଙ୍କୁ…

ହାଜର ହେଲେ ଶ୍ରଦ୍ଧା କପୁର, ଆସିବେ ସାରା ଅଲ୍ଲୀ ଖାନ୍

ମୁମ୍ବାଇ: ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବିରେ ହାଜର ହେଲେ ଅଭିନେତ୍ରୀ ଶ୍ରଦ୍ଧା କପୁର । ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କରେ ତାଙ୍କୁ ହାଜର ହେବାକୁ ସମନ୍ ହୋଇଥିଲା । ଏହି ମାମଲାରେ ତାଙ୍କୁ ପଚରାଉଚରା କରୁଛି ଏନସିବି ଟିମ୍ । ହାଜର ହେବାକୁ ଗତ ୨୩ ତାରିଖରେ…

ଆଗକୁ କରନ ଜୋହରଙ୍କ ପାଳି କି! ଟ୍ୱିଟ୍ କରି କହିଲେ ଏମିତି

ମୁମ୍ବାଇ: ଡ୍ରଗ୍ସ ଜାଲରେ ଫସିଛି ପୁରା ବଲିଉଡ । ଏନ୍‌ସିବି ସ୍କାନରରେ ବଲିଉଡର ନାମୀଦାମି କଳାକାର । ଦୀପିକା, ଶ୍ରଦ୍ଧା ଓ ସାରାଙ୍କ ପରେ ଏବେ ଫିଲ୍ମ ନିର୍ମାତା ତଥା ଧର୍ମା ପ୍ରଡକ୍ସନ ମୁଖ୍ୟ କରନ୍ ଜୋହରଙ୍କ ପାଳି ପଡିପାରେ । ଏନ୍‌ସିବି ତାଙ୍କୁ ଡ୍ରଗ୍ସ ଲିଙ୍କ ନେଇ ସମନ୍ ମଧ୍ୟ କରିପାରେ।…

NCBରେ ହାଜର ହେଲେ ଦୀପିକା, ଚାଲିଛି ଜେରା

ମୁମ୍ବାଇ: ମୁସ୍‌କିଲ୍‌ରେ ମସ୍ତାନୀଗାର୍ଲ ଦୀପିକା ପାଦୁକୋନ । ବଲିଉଡ ଡ୍ରକ୍ସ ଲିଙ୍କ ମାମଲାରେ ଫସିଛନ୍ତି ଡିମ୍ପଲଗାର୍ଲ ଦୀପିକା । ଜେରା ପାଇଁ ଆଜି ମୁମ୍ବାଇ ସ୍ଥିତ ଏନ୍‌ସିବି ଗେଷ୍ଟ ହାଉସ ଦୀପିକା ପାଦୁକୋନ ହାଜର ହୋଇଛନ୍ତି । ଏନ୍‌ସିବି ତାଙ୍କୁ ଡ୍ରଗ୍ସ ଲିଙ୍କ ନେଇ ଜେରା କରୁଛି ।…

ବଲିଉଡର ଡ୍ରଗ୍ସ ଲିଙ୍କ: NCB ସ୍କାନରରେ ଚାରି ଜଣ ହିରୋ, କିଏ ସେମାନେ ?

ମୁମ୍ୱାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ସାମନାକୁ ଆସିଛି ବଲିଉଡର ଡ୍ରଗ୍ସ ଲିଙ୍କ । ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନଙ୍କ ଭଲି ଗ୍ଲାମର କୁଇନଙ୍କ ନାଁ ଚର୍ଚ୍ଚାକୁ ଆସିଛି । ବି-ଟାଉନ ସୁନ୍ଦରୀଙ୍କୁ ସମନ କରିଛି କାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ହିରୋଇନଙ୍କ…