Latest Odisha News

BREAKING NEWS

୨୭ ମାର୍ଚ୍ଚରେ ସୋମା ଏମ ବାଗଚିଙ୍କ ଏକକ ଚିତ୍ରକଳା ପ୍ରଦର୍ଶନୀ

କଟକ : ଆର୍ ଆର୍ ସେଣ୍ଟର ଅଫ ଆର୍ଟ, ସତୀ ନଗର ପରିସରରେ ସୋମା ଏମ ବାଗଚିଙ୍କ ଏକକ ଚିତ୍ରକଳା ପ୍ରଦର୍ଶନୀ ୨୭ ମାର୍ଚ୍ଚରେ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି।

ଏହି ଅବସରରେ ଓଡ଼ିଶା ଲୋକସେବା ଆୟୋଗର ମୁଖ୍ୟ ଡକ୍ଟର ସତ୍ୟଜିତ ମହାନ୍ତି, ମୁଖ୍ୟ ଅତିଥି , ସିଏମସି କମିଶନର ଅନନ୍ୟା ଦାସ , ଏନଆରଆରଆଇ ନିର୍ଦ୍ଦେଶକ ଡକ୍ଟର ଦୀପଙ୍କର ମାଇତି , ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶରତ କୁମାର ନାୟକ ଏବଂ ବିଶିଷ୍ଟ ଚିତ୍ରଶିଳ୍ପୀ ପ୍ରଦୋଷ କୁମାର ସ୍ୱାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେବେ ବୋଲି ଆର୍ ଆର୍ ସେଣ୍ଟର ଅଫ ଆର୍ଟର ସଭାପତି ରବି ରଥ ସୂଚନା ଦେଇଛନ୍ତି।

Leave A Reply

Your email address will not be published.