Latest Odisha News

ରାକ୍ଷୀ ସହିତ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କକୁ ନେଇ ଓଡିଆ ସିନେମା

ଭୁବନେଶ୍ୱର: ଭାରତୀୟ ହିନ୍ଦୁ ସଂସ୍କୃତିରେ ରାକ୍ଷୀ ବା ରକ୍ଷାବନ୍ଧନ ଉତ୍ସବକୁ ଏକ ପାରମ୍ପରିକ ପର୍ବ ଭାବେ ପାଳନ କରାଯାଇଥାଏ । ଗୋଟିଏ ସୂତାରେ ହିଁ ବାନ୍ଧି ହୋଇାଯାଇଥାଏ ସମ୍ପର୍କର ସେତୁବନ୍ଧ।

ହିନ୍ଦୁ ଧର୍ମରେ ରାକ୍ଷୀ ପୂର୍ଣ୍ଣିମାକୁ ମଧ୍ୟ ଗହ୍ମା ପୂର୍ଣ୍ଣିମା କୁହାଯାଇଥାଏ । ଏହି ଦିନରେ ପ୍ରଥମେ ଗୋମାତାକୁ ରାକ୍ଷୀ ବାନ୍ଧିବା ସହ ପୂଜା କରାଯାଇଥାଏ । ପରେପରେ ଭଉଣୀଟି ନିଜ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ।

ଏହି ରାକ୍ଷୀ ଓ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କକୁ ନେଇ ଅନେକ ଚଳଚ୍ଚିତ୍ର ତଥା ଅନେକ ସଙ୍ଗୀତ ନିର୍ମାଣ କରାଯାଇଥିବାବେଳେ ଓଡିଆ ସିନେମାରେ ମଧ୍ୟ ଏହାର ଛୁଙ୍କ ଦେଖିବାକୁ ମିଳିଥାଏ । ଦର୍ଶକ ଓ ଶ୍ରୋତାମାନଙ୍କୁ ଆଜି ମଧ୍ୟ ସେହି ଫିଲ୍ମକୁ ମନେ ପକାଇଦେଉଛି ।

ସେହି ଓଡ଼ିଆ ଫିଲ୍ମ ଗୁଡ଼ିକ ହେଲା –

ପୁନର୍ମିଳନ

ସାଥିରେ

ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ

ଫେରିଆ ମୋ ସୁନା ଭଉଣୀ

ରାକ୍ଷୀ ଭିଜିଗଲା ଆଖି ଲୁହରେ- ରାକ୍ଷୀ ଟାଇଟଲ୍ ରେ ଓଡ଼ିଆ ଚଳଚ୍ଚିତ୍ର ‘ରାକ୍ଷୀ ଭିଜିଗଲା ଆଖି ଲୁହରେ’ ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶନାରେ ୧୯୮୫ ମସିହାରେ ନିର୍ମିତ ହୋଇଥିଲା ।

ଜଗା ହାତରେ ପଘା ଓ ଜଗା ବଳିଆ 

Leave A Reply

Your email address will not be published.