Latest Odisha News

BREAKING NEWS

ପ୍ରକାଶ ପାଇଲା ସ୍ୱତନ୍ତ୍ର ଓଜେଇଇ ରେଜଲ୍ଟ

ଭୁବନେଶ୍ୱର : ସ୍ୱତନ୍ତ୍ର ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପରୀକ୍ଷାଫଳ ଗୁରୁବାର ଦିନ ପ୍ରକାଶ ପାଇଛି ।

ଚଳିତ ଥର ପାଖାପାଖି ୧୪ ହଜାର ୬୨୬ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରାୟ ୧୪, ୬୨୨ ଜଣ ପରିକ୍ଷାର୍ଥୀ ର‌୍ୟାଙ୍କ ହାସଲ କରିଛନ୍ତି ।

ବି.ଟେକରେ ରବିନ୍ଦ୍ର ବେହେରା ଟପ୍ପର ହୋଇଥିବାବେଳେ ଚନ୍ଦନ ପାତ୍ର ଏବଂ ଅନିଶ ଅଗ୍ରୱାଲ୍ କ୍ରମଶଃ ଏମବିଏ ଓ ଏମସିଏରେ ଟପ୍ କରିଛନ୍ତି ।

ସେହିପରି ବି.ଫାର୍ମାରେ ପ୍ରଦୀପ ସାହୁ ଏବଂ ଏମ୍.ଫାର୍ମାରେ ବିଶାଳ ସିଂହ ଟପ୍ପର ହୋଇଛନ୍ତି ।

Leave A Reply

Your email address will not be published.