Latest Odisha News

BREAKING NEWS

ଆସନ୍ତାକାଲିଠୁଁ ବିଡିଏସ୍ ଓ ଏମବିବିଏସ୍ ସିଟ୍ ଲାଗି ସ୍ପଟ୍ କାଉନସିଲିଂ

ଭୁବନେଶ୍ୱର: ରାଜ୍ୟରେ ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ଖାଲିଥିବା ୧୦ଟି ବିଡିଏସ୍ ଓ ଏମବିବିଏସ୍ ସିଟ୍ ଲାଗି ଶୁକ୍ରବାର ଦିନ ଠାରୁ ସ୍ପଟ୍ କାଉନସିଲିଂ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି।

ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ସେଲ୍ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ମେଡିକାଲ୍ କାଉନସିଲିଂ କମିଟି (ଏମସିସି)ର ନିର୍ଦ୍ଦେଶାନୁସାରେ ସ୍ପଟ୍ କାଉନସିଲିଂ ପ୍ରକ୍ରିୟା ଭୁବନେଶ୍ୱରସ୍ଥିତ ଓଜେଇଇ ସେଲରେ ଅନୁଷ୍ଠିତ ହେବ ।

Leave A Reply

Your email address will not be published.