Latest Odisha News

BREAKING NEWS

ସ୍ୱାମୀଙ୍କ ବଡ ବୟାନ, ଘାନିଙ୍କୁ ଭାରତ ଶରଣ ଦେବାର ଥିଲା !

ନୂଆଦିଲ୍ଲୀ: ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ତାଲିବାନ ଘଟଣାରେ ଭାରତର ପଦକ୍ଷେପ ନେଇ ମୁହଁ ଖୋଲିଛନ୍ତି । ତାଲିବାନ ଆଫଗାନିସ୍ତାନକୁ କବଜା କରିବା ପୂର୍ବରୁ ଭାରତ ରାଷ୍ଟ୍ରପତି ଅଶ୍ରଫ ଘନିଙ୍କୁ ନିମନ୍ତ୍ରଣ ଦେଇ ଶରଣ ଦେଇଥିଲେ ବୁଦ୍ଧିମାନର କାମ ହୋଇଥାନ୍ତା ।

ଆଗାମୀ ଦିନରେ ପିଓକେରେ ପାକିସ୍ତାନ ସହ ତାଲିବାନ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ ଉଚ୍ଚଶିକ୍ଷତ ଘନିଙ୍କ ଅଭିଜ୍ଞତା ଆମ କାମରେ ଲାଗିଥାନ୍ତା । ମୋଦି ସରକାର ଏ ନେଇ ଚିନ୍ତା କରିବା ଉଚିତ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଘନି ଏବେ ୟୁଏଇରେ ଶରଣ ନେଇଛନ୍ତି ।

Leave A Reply

Your email address will not be published.