Latest Odisha News

BREAKING NEWS

Browsing Tag

Ashraf Ghani

ସ୍ୱାମୀଙ୍କ ବଡ ବୟାନ, ଘାନିଙ୍କୁ ଭାରତ ଶରଣ ଦେବାର ଥିଲା !

ନୂଆଦିଲ୍ଲୀ: ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ତାଲିବାନ ଘଟଣାରେ ଭାରତର ପଦକ୍ଷେପ ନେଇ ମୁହଁ ଖୋଲିଛନ୍ତି । ତାଲିବାନ ଆଫଗାନିସ୍ତାନକୁ କବଜା କରିବା ପୂର୍ବରୁ ଭାରତ ରାଷ୍ଟ୍ରପତି ଅଶ୍ରଫ ଘନିଙ୍କୁ ନିମନ୍ତ୍ରଣ ଦେଇ ଶରଣ ଦେଇଥିଲେ ବୁଦ୍ଧିମାନର କାମ ହୋଇଥାନ୍ତା । ଆଗାମୀ ଦିନରେ ପିଓକେରେ…

କାବୁଲ ଛାଡ଼ିବା ପରେ ପ୍ରଥମ ଥର ସାମନାକୁ ଆସିଲେ ଅଶ୍ରଫ ଘନି, ଦେଶ ଛାଡ଼ିବାର କାରଣ କହିଲେ

ଆବୁଧାବି: ଦେଶ ଛାଡ଼ି ପଳାଇବା ପରେ ପ୍ରଥମ ଥର ସୋସିଆଲ୍ ମିଡିଆରେ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ଆଫଗାନିସ୍ତାନ ରାଷ୍ଟ୍ରପତି ଅଶ୍ରଫ ଘନି । କାହିଁକି ଦେଶ ଛାଡ଼ିଲେ ଓ ସାଙ୍ଗରେ କଣ ନେଇ ଆସିଛନ୍ତି ସେ କହିଛନ୍ତି । ଦେଶବାସୀଙ୍କ ଉଦ୍ଦେଶ୍ୟରେ ଭିଡିଓ ବାର୍ତ୍ତାରେ ଅଶ୍ରଫ ଘନି କହିଛନ୍ତି,…

ଆବୁଧାବିରେ ପରିବାର ସହ ଅଛନ୍ତି ଅଶ୍ରଫ ଘନି

ଭୁବନେଶ୍ବର: ଆଫଗାନିସ୍ତାନରୁ ପଳାଇ ଯାଇଥିବା ରାଷ୍ଟ୍ରପତି ଅଶ୍ରଫ ଘନିଙ୍କ ଠିକଣା ସାମନାକୁ ଆସିଛି। ସେ ଏବେ ୟୁଏଇରେ ଅଛନ୍ତି। ତାଙ୍କ ସହ ତାଙ୍କ ପରିବାର ବି ସେଠାରେ ଅଛନ୍ତି। ଅଶ୍ରଫ୍ ଘନି ଏବେ ଆବୁଧାବିରେ ରହୁଥିବା ଜଣା ପଡ଼ିଛି। ତାଙ୍କୁ ମାନବିକତା ଆଧାରରେ ଶରଣ ଦେଇଛି ୟୁଏଇ ।…

ଆଫଗାନ ସ୍ଥିତି ପାଇଁ ଅଶ୍ରଫ ଘନିଙ୍କୁ ଦାୟୀ କଲେ ବାଇଡେନ୍

ନୂଆଦିଲ୍ଲୀ: ତାଲିବାନ ହାତକୁ ଆଫଗାନିସ୍ତାନ ଚାଲିଯିବା ପରେ ସେଠାରେ ହାହାକାର ପରିସ୍ଥିତି । ଏଥିପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନକୁ ଦାୟୀ କରାଯାଉଛି । ଆମେରିକା ସେନା ପ୍ରତ୍ୟାହାର କରିବା ପରେ ତାଲିବାନଙ୍କ ଦବଦବା ଆରମ୍ଭ ହୋଇଥିଲା । ସେପଟେ ବର୍ତ୍ତମାନ ଆଫଗାନିସ୍ତାନ ସ୍ଥିତି ପାଇଁ…

ପୁଳାପୁଳା ଟଙ୍କା ନେଇ ଆଫଗାନ ରାଷ୍ଟ୍ରପତି ଘାନି ଦେଶରୁ ପଳାଇ ଯାଇଛନ୍ତି !

କାବୁଲ: ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘନିଙ୍କୁ ନେଇ କାବୁଲରେ ଥିବା ରୁଷିଆ ଦୂତାବସ ଚାଂଚଲ୍ୟକର ଖୁଲାସା କରିଛି । ଘନି ଦେଶ ଛାଡିବା ବେଳେ ନିଜ ସହିତ ୪ଟି କାର ଓ ହେଲିକପ୍ଟରରେ ପୁଳା ପୁଳା ଟଙ୍କା ସାଙ୍ଗରେ ନେଇଥିଲେ । ହେଲିକପ୍ଟରରେ ଟଙ୍କା ପୂର୍ଣ୍ଣ ହୋଇଯିବା ପରେ ବଳକା ଟଙ୍କା ବିମାନ…

ଦେଶ ଛାଡ଼ି ପଳାଇଲେ ଆଫଗାନିସ୍ତାନ ରାଷ୍ଟ୍ରପତି

କାବୁଲ: ପୁଣି ତାଲିବାନ ହାତରେ ଆଫଗାନିସ୍ତାନ ଶାସନ। କାବୁଲ ଦଖଲ କରିଛନ୍ତି ତାଲିବାନୀ । ଆତଙ୍କବାଦୀଙ୍କ ହାତକୁ ଦେଶକୁ ଟେକି ଦେଇ ପଳାଇଯାଇଛନ୍ତି ରାଷ୍ଟ୍ରପତି ଆସ୍ରଫ ଘନି। ସେ କିଛି ସହଯୋଗୀଙ୍କ ସହ ମିଶି କାଜିକିସ୍ତାନ ପଳାଇ ଯାଇଛନ୍ତି। ତାଲିବାନୀ କାବୁଲରେ ପ୍ରବେଶ କରିବା ପରେ ଘନି…