Latest Odisha News

BREAKING NEWS

[ଭିଡିଓ] ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ, ଶୁଭାରମ୍ଭ ହେବ ବିଜୁ କଲ୍ୟାଣ ସ୍ୱାସ୍ଥ୍ୟ ଯୋଜନା

ମାଲକାନଗିରି: ପ୍ରଥମେ ମାଲକାନଗିରି ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ସ୍ମାର୍ଟ କାର୍ଡ ବଣ୍ଟନ ହେବ । ଏଥିପାଇଁ ଆସନ୍ତକାଲି ମାଲକାନଗିରି ଗସ୍ତ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହା ପୂର୍ବରୁ ଜିଲ୍ଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରିଥିଲାବେଳେ ଭିଡ ଜମାଇଛନ୍ତି ବହୁ ହେଭିୱେଟ୍ ନେତା ।

ଜିଲ୍ଲାର ସଂସ୍କୃତି ଭବନରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୭ଟି ବ୍ଲକ ଓ ୨ଟି ପୌରାଂଚଳରେ ରାଜ୍ୟର ୮ଜଣ ମନ୍ତ୍ରୀ ଓ ୧୦ଜଣ କର୍ପୋରେସେନ୍ ଚେୟାରମ୍ୟାନ୍ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ।

Leave A Reply

Your email address will not be published.