Latest Odisha News

BREAKING NEWS

ସୁନୀଲ ସେଟ୍ଟୀ ରାଗିଲେ

ମୁମ୍ବାଇ: ବଲିଉଡର ଆକ୍ସନ ହିରୋ ସୁନୀଲ ସେଟ୍ଟୀ ରିୟଲ ଲାଇଫରେ ରାଗିବା ଦେଖିବାକୁ ମିଳିଥିଲା । ସୁନୀଲଙ୍କ ରାଗୁଥିବା ଫଟୋ ଏବେ ସୋସିଆଲ ନେଟୱର୍କିଂ ସାଇଟରେ ଭାଇରାଲ ହେବାରେ ଲାଗିଛି । ସେ ଏକ ଘରୋଇ ବୈଠକରେ ବ୍ୟକ୍ତିଗତ ଅନୁରୋଧରେ ଯୋଗ ଦେଇଥିଲେ । ସେଠାରେ ଉପସ୍ଥିତ ପ୍ରଶଂସକମାନେ ସେଲ୍‌ଫି ନେବା ପାଇଁ ତାଙ୍କୁ ବ୍ୟସ୍ତ ବିବ୍ରତ କରାଇ ପକାଇଲେ ।

ଜଣେ ଯୁବକ ତାଙ୍କ ହାତ ସହିତ ଲାଗିବାରୁ ସୁନୀଲ ବିରକ୍ତ ହୋଇ ଦୂରେଇ ରହିବା ପାଇଁ କହିଥିଲେ । ପରେ ତାଙ୍କ ବଡିଗାର୍ଡ ପ୍ରଶଂସକଙ୍କୁ ହଟାଇବାରେ ଲାଗିଥିଲେ ।

Leave A Reply

Your email address will not be published.