କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ କୁସୁନପୁର ଗାଁର ଜଣେ ସୁରତ ଫେରନ୍ତାଙ୍କର ବୁଧବାର ବିଳମ୍ବିତ ରାତିରେ କଟକସ୍ଥିତ ଏସସିବିରେ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାମ ଚିତ୍ତରଂଜନ ନାୟକ। ସେ ସୁରତରୁ ଫେରିବା ପରେ ୧୪ ଦିନ ମାର୍ଶାଘାଇସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଙ୍ଗରୋଧରେ ରହିଥିଲେ। ଗୁରୁବାର ଦିନ ସେ ସଙ୍ଗରୋଧ କେନ୍ଦ୍ରରୁ ଘରକୁ ଯାଇଥିଲେ । ମାତ୍ର ବୁଧବାର ହଠାତ୍ ସେ ଅସୁସ୍ଥ ହୋଇପଡିଥିଲେ। ସ୍ଥାନୀୟ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଏସସିବି ସ୍ଥାନାନ୍ତର କରାଯାଇଥିଲା, ଯେଉଁଠାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
BREAKING NEWS
- ଓଡ଼ିଶାରେ ଅନୁଷ୍ଠିତ ହେବ ‘ବ୍ରିକ୍ସ ଶିକ୍ଷା ମନ୍ତ୍ରୀ ସମ୍ମିଳନୀ’; ଯୋଗ ଦେବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ
- ଟେଷ୍ଟ କ୍ରିକେଟରେ ଅଲୋଡ଼ା ବିଶ୍ୱ ରେକର୍ଡ: ନୋ ବଲ୍’ ଯୋଗୁଁ ୧୩ଟି ୱିକେଟ ହରାଇଥିଲେ ଭାରତର ବୋଲିଂ କୋଚ
- ରାଷ୍ଟ୍ରପତିଙ୍କୁ ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପର କଳାକୃତି ଉପହାର ପ୍ରଦାନ କଲେ ରାଜ୍ୟପାଳ
- ୱାର୍ଲ୍ଡ ବ୍ୟାଡମିଣ୍ଟନ ଚାମ୍ପିଅନ୍ସିପ୍: ସିନ୍ଧୁଙ୍କୁ ୯ମ ଏବଂ ସାତ୍ତ୍ୱିକ୍-ଚିରାଗ ଯୋଡ଼ିଙ୍କୁ ମିଳିଲା ୫ମ ସୀଡିଂ
- ରାଜ୍ୟରେ ବନ୍ୟା ସ୍ଥିତି ସଙ୍ଗୀନ, ସରକାରଙ୍କ ଉପରେ ବର୍ଷିଲା ବିଜେଡି
- ପ୍ରୀତିଙ୍କ ସହ ଡେଟିଂ: ୧୬ ବର୍ଷ ପରେ ମୁହଁ ଖୋଲିଲେ ବ୍ରେଟ୍ ଲୀ
- ଲୋଜାନ୍ ଡାଏମଣ୍ଡ ଲିଗ୍: ନୀରଜଙ୍କ ଶ୍ରୀଲଙ୍କାର ରୁମେଶ, ପାକିସ୍ତାନର ଅର୍ଶଦଙ୍କ ସହ ହେବ କଡ଼ା ଟକ୍କର
- ପୁଣି ବିଦେଶରେ ନିଖୋଜ ହେଲେ ପାକିସ୍ତାନୀ ଖେଳାଳି
- ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ : ଆଘାତ ସମସ୍ୟା ଯୋଗୁଁ ଦଳ ସହ ଶ୍ରୀଲଙ୍କା ଗଲେନି ସାଇ ସୁଦର୍ଶନ
- ସାଇବର ଅପରାଧ ତଦନ୍ତ ଓ ଡିଜିଟାଲ ଫରେନ୍ସିକ୍ସ କ୍ଷେତ୍ରରେ ଆହୁରି ଦକ୍ଷ ହେବ ପୁଲିସ: ୨୦୨୭ ସୁଦ୍ଧା ୪୮୦ ଜଣ ନେବେ ତାଲିମ
Comments are closed.