Latest Odisha News

BREAKING NEWS

‘ସିର୍ କୋରମା’ର ଟ୍ରେଲର: ଦେଖନ୍ତୁ ସମଲିଙ୍ଗି ସମ୍ପର୍କକୁ ନେଇ ସଂଘର୍ଷର କାହାଣୀ

ମୁମ୍ବାଇ: ରିଲିଜ ହୋଇଛି ଅପ୍‌କମିଂ ଫିଲ୍ମ ‘ସିର୍ କୋରମା’ର ଟ୍ରେଲର । ଏହାର ଲିଡ୍ ରୋଲ୍‌ରେ ସ୍ୱରା ଭାସ୍କର ଓ ଦିବ୍ୟା ଦତ୍ତା ଅଛନ୍ତି । ସମଲିଙ୍ଗି ସମ୍ପର୍କରେ ଏହି ଫିଲ୍ମର କାହାଣୀ ଆଧାରିତ ।

ଫରାଜ ଆରିଫ ଅନ୍‌ସାରୀଙ୍କ ନିର୍ଦ୍ଦେଶନାରେ ତିଆରି ଫିଲ୍ମର କାହାଣୀ ଦୁଇ ଜଣ ଯୁବତୀ ସାୟରା ଓ ସିତାରାଙ୍କ ପ୍ରେମ କାହାଣୀ ଉପରେ ଆଧାରିତ । ତେବେ ଘର ଦୁହିଁଙ୍କ ଏହି ସମ୍ପର୍କରୁ ଅନୁମତି ଦେଉ ନହାନ୍ତି । ଆଉ ଦୁହେଁ ନିଜ ସମ୍ପର୍କକୁ ନେଇ କିଭଳି ନିଜ ପରିବାର ଓ ସମାଜ ସଂଘର୍ଷ କରୁଛନ୍ତି ତାହା ଟ୍ରେଲରରେ ଦେଖିବାକୁ ମିଳିଛି । ଫିଲ୍ମର ଅନ୍ୟ ପ୍ରମୁଖ ଭୂମିକାରେ ସବାନା ଆଜ୍‌ମୀ ଅଛନ୍ତି । ନିକଟରେ ଆୟୋଜିତ ହେବାକୁ ଥିବା ଫିଲ୍ମ ଫେଷ୍ଟିଭାଲ୍‌ରେ ଏହି ସିନେମାକୁ ରିଲିଜ କରାଯିବ ।

Leave A Reply

Your email address will not be published.