Latest Odisha News

BREAKING NEWS

‘ଥଡମ୍‌’ର ହିନ୍ଦୀ ରିମେକ୍‌ରେ ଆଦିତ୍ୟଙ୍କୁ ଲିଡ୍‌ ରୋଲ୍‌

ନୂଆଦିଲ୍ଲୀ: ଟି-ସିରିଜ ତାମିଲ ଆକ୍ସନ ଥ୍ରୀଲର ଥଡମର ହିନ୍ଦୀ ରିମେକ୍‌ ନିର୍ମାଣ ନେଇ ଘୋଷଣା କରିଛି। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ଆଦିତ୍ୟ ରୟ କାପୁର। ଏହାର ନିର୍ଦ୍ଦେଶନା ଦେବେ ବର୍ଦ୍ଧନ କେଟକର।

ଫିଲ୍ମକୁ ନେଇ ଅଧିକ ତଥ୍ୟ ପ୍ରକାଶ କରାଯାଇନାହିଁ। ତେବେ ଦୀର୍ଘଦିନର ବ୍ୟବଧାନ ପରେ ଏବେ ଦର୍ଶକଙ୍କୁ ବ୍ୟାକ୍‌ ଟୁ ବ୍ୟାକ୍‌ ସିନେମା ଭେଟି ଦେବାକୁ ହିନ୍ଦୀ ଚଳଚ୍ଚିତ୍ର ଜଗତ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଜଣାପଡ଼ିଛି।

Leave A Reply

Your email address will not be published.