Latest Odisha News

BREAKING NEWS

Browsing Tag

ଚନ୍ଦ୍ରଯାନ-୩

ଆଜି ଚନ୍ଦ୍ର ପୃଷ୍ଠକୁ ଉଡ଼ାଣ ଭରିବ ଚନ୍ଦ୍ରଯାନ-୩

ଓଡ଼ିଶା ସମ୍ବାଦ ବ୍ୟୁରୋ: ଚନ୍ଦ୍ରଯାନ ୩ ପାଇଁ କାଉଣ୍ଟଡାଉନ୍ ଆରମ୍ଭ । ଆଜି ଦିନ ୨ଟା ୩୫ରେ ଶ୍ରୀହରିକୋଟାରୁ ଉତକ୍ଷେପଣ ହେବ। ୨୪ ଘଣ୍ଟା ଧରି ଚାଲିଥିବା ‘ଲଞ୍ଚ ରିହର୍ସାଲ୍’ ଶେଷ ହୋଇଛି। ଚନ୍ଦ୍ରଯାନ-୩ ଉତକ୍ଷେପଣର ପ୍ରାୟ ମାସକ ପରେ ଏହା ଚନ୍ଦ୍ରର କକ୍ଷରେ ପହଞ୍ଚିବ। ଲ୍ୟାଣ୍ଡର ବିକ୍ରମ ଓ…

ଆସନ୍ତା ଜୁଲାଇ ୧୨ ରୁ ୧୯ ମଧ୍ୟରେ ଲଞ୍ଚ୍‌ ହେବ ଚନ୍ଦ୍ରଯାନ-୩, ଇସ୍ରୋ ପକ୍ଷରୁ ସୂଚନା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଚନ୍ଦ୍ରଯାନ-୩କୁ ଚନ୍ଦ୍ର ପୃଷ୍ଠରେ ସଫଳ ଅବସ୍ଥାପିତ କରିବ। ଏନେଇ ଚାଲିଛି ଜୋରଦାର ପ୍ରସ୍ତୁତି ଚଳାଇଛି। ଏନେଇ ଇସ୍ରୋ ଚେୟାରମ୍ୟାନ୍ ଏସ୍ ସୋମନାଥ ସୋମବାର କହିଛନ୍ତି ଯେ ଯଦି ସମସ୍ତ ପରୀକ୍ଷା ସଫଳ ହୁଏ ତେବେ ଚନ୍ଦ୍ର ପୃଷ୍ଠରେ…