Latest Odisha News

BREAKING NEWS

Browsing Tag

2000 Notes

୨ ହଜାର ଟଙ୍କିଆ ନୋଟ୍ ବଦଳକୁ ନେଇ ୨୦ ଲକ୍ଷ ଠକେଇ ମାମଲା, ଆଉ ୨ ଗିରଫ

ସୋନପୁର: ୨ ହଜାର ଟଙ୍କିଆ ନୋଟ୍ ବଦଳକୁ ନେଇ ୨୦ ଲକ୍ଷ ଠକେଇ ମାମଲାରେ ସୋନପୁର ପୋଲିସ ଆଉ ୨ ଜଣଙ୍କୁ ଗିରଫ କରିଛି । ଏହି ମାମଲାରେ ପୋଲିସ ପୂର୍ବରୁ ୩ ଜଣଙ୍କୁ ଗିରଫ କରିଥିଲା । ଏବେ ଗିରଫଦାରୀ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ସୂଚନା ଅନୁସାରେ, ସୋନପୁର ସହରରେ ଗତ ଜୁଲାଇ ୩୦ ତାରିଖରେ ୨୦୦୦…

୧୬ ଦିନରେ ବ୍ୟାଙ୍କିଂ ବ୍ୟବସ୍ଥାକୁ ଫେରିଛି ୫୦% ୨ ହଜାର ନୋଟ୍

ମୁମ୍ବାଇ: ୨ ହଜାର ନୋଟ୍ ବଜାରରୁ ପ୍ରତ୍ୟାହାର ନେଇ ଆରବିଆଇ ଘୋଷଣାର ୧୬ ଦିନ ପରେ ବ୍ୟାଙ୍କିଂ ବ୍ୟବସ୍ଥାକୁ ୧.୮୦ ଲକ୍ଷ କୋଟି ମୂଲ୍ୟର ୨ ହଜାରର ନୋଟ୍ ଫେରିଛି । ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ବଜାରରେ ଥିବା ମୋଟ୍ ୨ ହଜାର ନୋଟର ୫୦ ପ୍ରତିଶତ ନୋଟ୍ ବ୍ୟାଙ୍କିଂ ବ୍ୟବସ୍ଥାକୁ ଫେରିଥିବା କହିଛନ୍ତି…

କେମିତି ବଦଳାଇବେ ୨ ହଜାର ନୋଟ୍, ଏସବିଆଇ ଦେଲା ବଡ଼ ସୂଚନା

ଭୁବନେଶ୍ୱର: ୨ ହଜାର ନୋଟ୍ ପ୍ରତ୍ୟାହାର ନେଇ ଆରବିଆଇର ଘୋଷଣା ପରେ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି । କିଭଳି ୨ ହଜାର ନୋଟକୁ ବଦଳାଇବେ ସେ ନେଇ ଅନେକ ଚିନ୍ତିତ ହୋଇ ପଡ଼ିଥିବା ବେଳେ ଏସବିଆଇ ପକ୍ଷରୁ ଜାରି କରାଯାଇଛି ଗାଇଡଲାଇନ୍ । ଦେଶର ସବୁଠୁ ବଡ଼ ବ୍ୟାଙ୍କ ଏସବିଆଇ ପକ୍ଷରୁ କୁହାଯାଇଛି,…

୨ ହଜାର ମୂଲ୍ୟର ନୋଟ୍ ଫେରାଇ ନେବ ଆରବିଆଇ, ୩୦ ସେପ୍ଟେମ୍ବର ପୂର୍ବରୁ କରାଇ ନିଅନ୍ତୁ ଜମା

ମୁମ୍ବାଇ: ବଜାରରୁ ହଟିବ ୨ ହଜାର ମୂଲ୍ୟର ନୋଟ୍ । ୨୦୧୮-୧୯ରୁ ଆରବିଆଇ ୨ ହଜାର ଟଙ୍କିଆ ନୋଟ୍ ଛାପିବା ବନ୍ଦ କରି ଦେଇଥିବା ବେଳେ ଏବେ ବଜାରରୁ ଫେରାଇ ନେବାକୁ ଘୋଷଣା କରିଛି । ଆରବିଆଇର ଘୋଷଣା ଅନୁସାରେ, ୨ ହଜାର ମୂଲ୍ୟର ବୈଧ ରହିବ କିନ୍ତୁ ତାକୁ ସର୍କୁଲେସନରୁ ବାହାର କରି ଦିଆଯିବ ।…

କଳାଧନ ରୋକିବାର ଅଛି ତ ବନ୍ଦ ହେଉ ୨ ହଜାରର ନୋଟ୍, ସଂସଦରେ କହିଲେ ବିଜେପି ସାଂସଦ

ନୂଆଦିଲ୍ଲୀ: ଦେଶରେ କଳାଧନ ଓ ଟେରର ଫଣ୍ଡି ବନ୍ଦ କରିବାକୁ ୨୦୧୬ ନଭେମ୍ବର ରାତି ୮ଟାରେ ପ୍ରଧାନମନ୍ତ୍ରୀ ମୋଦି ବିମୁଦ୍ରୀକରଣ ଘୋଷଣା କରିଥିଲେ । ଏଥିସହ ଅଚଳ ହୋଇ ଯାଇଥିଲା ୫ ଶହ ଓ ୧ ହଜାରର ନୋଟ୍ । ଇତି ମଧ୍ୟରେ ନୋଟବନ୍ଦୀକୁ ୬ ବର୍ଷ ବିତିଛି । ୬ ବର୍ଷ ହେଲା ବିରୋଧୀ କହି ଆସୁଥିବା ଭାଷାକୁ…