Latest Odisha News

BREAKING NEWS

Browsing Tag

24Loksabha election

ମାର୍ଚ୍ଚରେ ଘୋଷଣା ହେବ ଲୋକସଭା ନିର୍ବାଚନ ତାରିଖ!

ଭୁବନେଶ୍ୱର:ରାଜ୍ୟସଭା ପରେ କେବେ ହେବା ଲୋକସଭା ନିର୍ବାଚନ? ଏନେଇ ପ୍ରଶ୍ନ ଲାଗି ରହିଥିବା ବେଳେ ଶୁଣିବାକୁ ମିଳୁଛି ଯେ ମାର୍ଚ୍ଚ ମାସରେ ହୋଇପାରେ ନିର୍ବାଚନ। ଦେଶର ନିର୍ବାଚନ ଆୟୋଗ (ଇସିଆଇ) ଲୋକ ସଭା ନିର୍ବାଚନ ପାଇଁ ବ୍ୟସ୍ତ ଅଛନ୍ତି। ଏହି ସମୟରେ, ବିଶେଷ ସୂତ୍ରରୁ ପ୍ରକାଶ ଯେ ମାର୍ଚ୍ଚ ୯…

ଲୋକସଭା ନିର୍ବାଚନ: ଓଡ଼ିଶା ପାଇଁ ବିଜେପିର ରଣନୀତି କଣ?

ଭୁବନେଶ୍ୱର:ଆକ୍ସନ ମୋଡରେ ଏବେ ଭାରତୀୟ ଜନତା ପାର୍ଟି। କେନ୍ଦ୍ରରେ ତିସରୀ ବାର ମୋଦି ସରକାରର ନାରା ଦିଆଯାଉଥିବା ବେଳେ ରାଜ୍ୟରେ ଏଥର ପଦ୍ମ ଫୁଟାଇବା ପାଇଁ କସରତ କରୁଛି ବିଜେପି। ଏହାରି ମଧ୍ୟରେ ଓଡ଼ିଶା ପାଇଁ ବିଶେଷ ରଣନୀତି ପ୍ରସ୍ତୁତ କରାଯାଉଛି। କାରଣ ଲକ୍ଷ୍ୟ ରହିଛି ୧୬ରୁ ଅଧିକ ଲୋକସଭା…

ଇଣ୍ଡିଆ ମେଣ୍ଟରୁ ଅଲଗା ହୋଇ ଏକାକୀ ଲଢ଼ିବେ ଦିଦି!

କୋଲକାତା: ଇଣ୍ଡିଆ ମେଣ୍ଟରୁ ଅଲଗା ହେବେ ମମତା ବାନର୍ଜୀ। ଆଉ ଏକାକୀ ଲଢ଼ିବେ ଲୋକସଭା ନିର୍ବାଚନ। କିଛି ଦିନ ହେବ ଆସନ ବୁଝାମଣାକୁ ନେଇ ଦେଖାଦେଇଥିବା ବିବାଦ ପରେ ଆଜି ଏପରି ଏକ ଖବର ଆସିଛି । ଯାହା କେନ୍ଦ୍ରର ଶାସକ ଦଳ ଏନଡିଏ ବିପକ୍ଷରେ ତିଆରି ହୋଇଥିବା ଇଣ୍ଡିଆ ମେଣ୍ଟ ପାଇଁ ଏକ ଝଟକା।…

ଏପ୍ରିଲ ୧୬ରେ ହେବନି ଲୋକସଭା ନିର୍ବାଚନ, ସିଇସିଙ୍କ ସୂଚନା

ନୂଆଦିଲ୍ଲୀ: ପାଖେଇ ଆସୁଛି ଦିନ। କେବେ ବାଜିବ ନିର୍ବାଚନୀ ବିଗୁଲ୍? ୨୪ ଲୋକସଭା ନିର୍ବାଚନ କେବେ ହେବ ସେ ନେଇ ଚର୍ଚ୍ଚା ହେଉଥିବା ବେଳେ ଏପ୍ରିଲ ୧୬ରେ ଲୋକସଭା ନିର୍ବାଚନ ହେବ ବୋଲି ସୋସିଆଲ ମିଡିଆରେ ଏ କଥା ବେଶ ଭାଇରାଲ ହେଉଥିଲା। ଯାହାକୁ ଖଣ୍ଡନ କରିଛନ୍ତି ମୁଖ୍ୟ ନିର୍ବାଚନ କମଶନ।…