ଏଏସଆଇ ସଂରକ୍ଷିତ ସମସ୍ତ ସ୍ମାରକୀ ଅଗଷ୍ଟ୫ ରୁ ୧୫ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ମାଗଣା
ଭୁବନେଶ୍ୱର: ଭାରତର ୭୫ ତମ ସ୍ୱାଧୀନତା ଦିବସ ତଥା 'ଆଜାଦୀ କା ଅମୃତ ମହୋତ୍ସବ' ଅବସରରେ ଏଏସଆଇ ପକ୍ଷରୁ ଆସିଛି ବଡ଼ ଉପହାର । ଦେଶରେ ଏଏସଆଇ ଦ୍ୱାରା ସଂରକ୍ଷିତ ସମସ୍ତ ସ୍ମାରକୀ ଏବଂ ଐତିହ୍ୟସ୍ଥଳୀକୁ ପର୍ଯ୍ୟଟକଙ୍କ ପାଇଁ ଟିକେଟ୍ ଫ୍ରି ଅର୍ଥାତ୍ ମାଗଣା କରାଯାଇଛି ।
ଅଗଷ୍ଟ୫ ତାରିଖରୁ ୧୫…