Latest Odisha News

BREAKING NEWS

Browsing Tag

Abhishek Bachchan

କ୍ରିକେଟ୍ ଜଗତରେ ଏଣ୍ଟ୍ରି କଲେ ଅଭିଷେକ ବଚ୍ଚନ

ମୁମ୍ବାଇ: ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ୟୁରୋପୀୟ ଟି-20 ପ୍ରିମିୟର ଲିଗ୍ (ଇଟିପିଏଲ୍)ରେ ଟଙ୍କା ନିବେଶ କରିଛନ୍ତି। ସେ ଚଳିତ ବର୍ଷ ଆରମ୍ଭ ହେବାକୁ ଥିବା ଏହି ଲିଗର ସହ-ମାଲିକ ହେବାକୁ ଯାଉଛନ୍ତି। ଇଟିପିଏଲ୍ ହେଉଛି ଏଭଳି ଏକ ଟୁର୍ନାମେଣ୍ଟ ଯାହା ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ…

‘ଆଇ ୱାଣ୍ଟ ଟୁ ଟକ୍’ର ଟ୍ରେଲର ରିଲିଜ…

ମୁମ୍ବାଇ: ଅଭିଷେକ ବଚ୍ଚନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଆଇ ୱାଣ୍ଟ ଟୁ ଟକ୍' ର ଟ୍ରେଲର ରିଲିଜ ହୋଇଛି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଶୋଜିତ୍ ସିରକାର। ଏହା ଏକ ଅତ୍ୟନ୍ତ ଭାବପ୍ରବଣ କାହାଣୀ ଭଳି ମନେହେବ। ଯେଉଁଥିରେ ଅଭିଷେକ ବଚ୍ଚନ ଏବଂ ଜନି ଲିଭର ମୁଖ୍ୟ ଭୂମିକାରେ ନଜର…

ଅଭିଷେକଙ୍କ ସହ ଡେଟିଂକୁ ନେଇ ମୁହଁ ଖୋଲିଲେ ନିମ୍ରତ

ମୁମ୍ବାଇ: ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ର ଛାଡପତ୍ର କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହାରି ମଧ୍ଯରେ 'ଦସୱି' ଫିଲ୍ମର ସହ-ଅଭିନେତ୍ରୀ ନିମ୍ରତଙ୍କ ସହ ଅଭିଷେକଙ୍କ ଡେଟିଂ ଖବର ସାମ୍ନାକୁ ଆସୁଛି। "ମୁଁ କିଛି ବି କରେ କି ନକରେ ତେବେ ଲୋକମାନେ ଯାହା…

‘ଧୁମ୍ ୪’ରେ ନଜର ଆସିବେ ରଣବୀର କପୁର

ମୁମ୍ବାଇ: ଆଦିତ୍ୟ ଚୋପ୍ରାଙ୍କ ସବୁଠୁ ବଡ ଫ୍ରାଞ୍ଚାଇଜ୍ 'ଧୁମ୍ ୪'ରେ ରଣବୀର କପୁର ଏଣ୍ଟ୍ରି କରିବେ ବୋଲି ଚର୍ଚ୍ଚା ହେଉଛି। ୨୦୦୪ରେ ମୁକ୍ତିଲାଭ କରିଥିବା 'ଧୁମ୍'ର ଏହା ଚତୁର୍ଥ ସିକ୍ୱେଲ୍। ତେବେ ଚର୍ଚ୍ଚା ହେଉଛି 'ଧୁମ୍ ୪'ରେ ଅଭିଷେକ ବଚ୍ଚନ ଏବଂ ଉଦୟ ଚୋପ୍ରା ଦେଖିବାକୁ ମିଳିବେନି।…

ମୁଁ ଏବେବି ବିବାହିତ: ଡିଭୋର୍ସ ଗୁଜବ ମଧ୍ଯରେ ମୁହଁ ଖୋଲିଲେ ଅଭିଷେକ

ମୁମ୍ବାଇ: ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚା ଜୋର୍ ହେଉଛି। ଏହାକୁ ନେଇ ମୁହଁ ଖୋଲିଛନ୍ତି ଅଭିଷେକ। ନିକଟରେ ବଲିଉଡ ୟୁକେ ମିଡିଆ ସହିତ ଏକ ସାକ୍ଷାତକାରରେ ସେ ଅଭିଷେକ ଏହାର ଉତ୍ତର ରଖିଛନ୍ତି। ସେ ତାଙ୍କ ବିବାହ…

ମୁଁ ଓ ଐଶ୍ୱର୍ଯ୍ୟା ଛାଡପତ୍ର ନେଉଛୁ; ଭାଇରାଲ ଭିଡିଓ ପଛର ସତ… 

ନୂଆଦିଲ୍ଲୀ: ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଆଜିକାଲି ନିଜର ବ୍ୟକ୍ତିଗତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ପାର୍ଟି ଓ ଫଙ୍କସନରେ ଦୁହିଁଙ୍କୁ ଏକାଠି ଦେଖାଯାଉନାହିଁ, ଫଳରେ ଲୋକମାନେ ଅନୁମାନ କରୁଛନ୍ତି ଯେ ସେମାନଙ୍କ ମଧ୍ୟରେ ସବୁ କିଛି ଠିକ୍ ଚାଲୁ ନାହିଁ। ଏହାରି ମଧ୍ୟରେ…

ଅମିତାଭ ବଚ୍ଚନଙ୍କ ବିରୋଧରେ ଜୟା ବଚ୍ଚନଙ୍କ ଅଭିଯୋଗ, କହିଲେ ମୋର ପ୍ରଶଂସା କରନ୍ତି ନାହିଁ

ମୁମ୍ବାଇ: ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ଯୋଡି ହେଉଛି ଇଣ୍ଡଷ୍ଟ୍ରିର ଅନ୍ୟତମ ପ୍ରତୀକ ଯୋଡି। ସେମାନଙ୍କୁ ଅନେକ ପୁରସ୍କାର ଶୋ’ରେ ଏକାଠି ଦେଖିବାକୁ ମିଳିଛି। ନିକଟରେ ଦୁହେଁ ପୁଣି ଥରେ 'କୌନ ବନେଗା କରୋଡପତି ମଞ୍ଚ'ରେ ଏକାଠି ହୋଇଥିଲେ। ଯେଉଁଠାରେ ଜୟା ବଚ୍ଚନ ତାଙ୍କ ସ୍ୱାମୀଙ୍କ ଉପରେ…

ଅନ୍ଧାଧୁନକୁ ବଳିଗଲା ‘ଲୁଡୋ’ ଟ୍ରେଲର!!

ମୁମ୍ବାଇ: ଦୁଇ ବର୍ଷର ପରିଶ୍ରମ ପରେ ଅନୁରାଗ ବାସୁ ତାଙ୍କର ବହୁ ପ୍ରତିକ୍ଷୀତ ମଲ୍ଟି ଷ୍ଟାରର ଫିଲ୍ମ 'ଲୁଡୋ'ର ଟ୍ରେଲର ରିଲିଜ କରିଛନ୍ତି । ଏହି ଚଳଚ୍ଚିତ୍ରରେ ଅଭିଷେକ ବଚ୍ଚନ, ପଙ୍କଜ ତ୍ରିପାଠୀ, ରାଜକୁମାର ରାଓ, ଆଦିତ୍ୟ ରୟ କାପୁର, ଫାତିମା ସାନା ଶେଖ, ସାନିଆ ମଲହୋତ୍ରା, ରୋହିତ ସରାଫ,…

ଅମିତାଭଙ୍କ ପରେ ଅଭିଷେକ ବଚ୍ଚନ କରୋନା ସଂକ୍ରମିତ

ମୁମ୍ୱାଇ: ବାପାଙ୍କ ପରେ ପୁଅ । ଅମିତାଭ ବଚ୍ଚନଙ୍କ ପରେ କରୋନା ସଂକ୍ରମିତ ହୋଇଛନ୍ତି ପୁଅ ଅଭିଷେକ ବଚଚ୍ନ । ତାଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ବି ପଜିଟିଭ୍ ବାହାରିଛି । ଅଭିଷେକ ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ଅଭିଷେକ ଲେଖିଛନ୍ତି, 'ଆଜି ପ୍ରଥମେ ବାପାଙ୍କର ଓ ପରେ ମୋର କୋଭିଡ୍…