ଅଭୁଲା ଗୀତ : ଆ’ ଜହ୍ନମାମୁ ଶରଦଶଶୀ
ସଙ୍ଗୀତ : ଶ୍ରୀକୁମାର
ଗୀତ : ନରସିଂହ ମହାପାତ୍ର
ଗାୟନ : ଶ୍ରୀକୁମାର
ଚଳଚ୍ଚିତ୍ର : ବନ୍ଧନ, ୧୯୬୯
ଆ’ ଜହ୍ନମାମୁ ଶରଦଶଶୀ
ଆ’ ଜହ୍ନମାମୁ ଶରଦଶଶୀ
ମୋ କାହ୍ନୁ ହାତରେ ପଡ଼ରେ ଖସି
ଆ’ ଜହ୍ନମାମୁ ଶରଦଶଶୀ
ଆଖିରୁ ତା’ର ଝରିଲେ ଲୁହ
ପରାଣେ ଝରେ ମୋ ଲହୁ
ବୁକୁଫଟା ତା’ ଅଝଟପଣ…