Latest Odisha News
Browsing Tag

Actress

ଆରପାରିରେ ଅଭିନେତ୍ରୀ ଜରିନା ରୋଶନ୍‌

ନୂଆଦିଲ୍ଲୀ: ଜି ଟିଭିରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ  ‘କୁମ୍‌କୁମ୍‌ ଭାଗ୍ୟ’ର ପ୍ରସିଦ୍ଧ ଚରିତ୍ର  'ଇନ୍ଦୁ ଦାଦି' ତଥା ଜରିନା ରୋଶନ ଖାନ୍‌ଙ୍କ ୫୪ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କର ହୃଦ୍‌ଘାତ ଯୋଗୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଜରିନାଙ୍କ ବିୟୋଗରେ ତାଙ୍କ ସହ-ତାରକା…

ସମ୍ବଲପୁର ଶାଢୀରେ ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ

ଭୁବନେଶ୍ୱର: ଆଜି ମୁକ୍ତି ଲାଭ କରିଥିବା ‘ଶକୁନ୍ତଳାଦେବୀ’ର ପ୍ରମୋସନ ଅବସରରେ ସମ୍ବଲପୁରୀ ଶାଢ଼ି ପିନ୍ଧି ଅଭିନେତ୍ରୀ ବିଦ୍ୟା ବାଲନ୍ ଏବେ ଚର୍ଚ୍ଚାରେ । ଏହି ଶାଢୀ ତାଙ୍କୁ ବେଶ୍ ଭଲ ଲାଗିଥିବା ସେ କହିଛନ୍ତି । ସମ୍ବଲପୁରୀ ଶାଢୀ ପିନ୍ଧିଥିବା ଫଟୋକୁ ବିଦ୍ୟା ବାଲାନ ସୋସିଆଲ ମିଡିଆରେ ପୋଷ୍ଟ…

ଟ୍ୱିଟର ଟ୍ରେଣ୍ଡ: ଅଭିନେତ୍ରୀ ସ୍ୱରା ଭାସ୍କରଙ୍କୁ ଗିରଫ କରାଯାଉ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରର ସ୍ୱରା ଭାସ୍କର । ତାଙ୍କର ଏକ ଭିଡିଓ ଏବେ ଟ୍ୱିଟରରେ ଟ୍ରେଣ୍ଡ କରୁଛି । #ArrestSwaraBhaskar ନାମରେ ଏହା ଟ୍ୱିଟରର ଟ୍ରେଣ୍ଡିଂ ତାଲିକାରେ ଅଛି । ଏଥିରେ ସ୍ୱରା ଭାସ୍କରଙ୍କୁ ଗିରଫ କରିବାକୁ ଦାବି କରାଯାଇଛି । ଆଣ୍ଟି CAA ବିରୋଧୀ ରାଲି…

ଫସିଲେ ଓଲିଉଡ଼ର ଏହି ଦୁଇ ସୁନ୍ଦରୀ ନାୟିକା; ହୀରାକୁଦରେ କରୁଥିଲେ ଭିଡ଼ିଓ ସୁଟିଂ !

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ହୀରାକୁଦ ଡ୍ୟାମର ନିଷିଦ୍ଧାଞ୍ଚଳରେ ଓଲିଉଡର ୨ ଜଣ ନାୟିକାଙ୍କ ସହ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଝିଅ ପ୍ରବେଶ କରିବା ସହ ଭିଡିଓ କରିବାନେଇ  ସମ୍ବଲପୁର ଏସପି କଅଁର ବିଶାଳ ସିଂହ ହୀରାକୁଦ ଏସଡିପିଓଙ୍କୁ ରିପୋର୍ଟ ମାଗିଛନ୍ତି । ଏଥିସହିତ ସୋମବାର ସନ୍ଧ୍ୟା…

ଅଭିନେତ୍ରୀଙ୍କୁ ଅସଦାଚରଣ ଘଟଣା: ଗିରଫ ହେଲେ ୨ ଅଭିଯୁକ୍ତ

ଭୁବନେଶ୍ୱର: ଓଡିଆ ଅଭିନେତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ କମିଶନରେଟ୍ ପୋଲିସ ଶୁକ୍ରବାର ଦିନ ୨ଜଣଙ୍କୁ ଗିରଫ କରିଛି । କମିଶନରେଟ୍ ପୋଲିସ ଏନେଇ ଗୁରୁବାର ଦିନ ନିଜ ଟ୍ୱିଟର ହ୍ୟାଣ୍ଡଲରେ ଏକ ପୋଷ୍ଟ କରିଥିଲେ । ଉକ୍ତ ପୋଷ୍ଟ ଅନୁଯାୟୀ ଅଭିନେତ୍ରୀଙ୍କ ପକ୍ଷରୁ ଲିଖିତ ଅଭିଯୋଗ ପାଇବା…