ମହାକୁମ୍ଭରେ ପ୍ରତିଦିନ ଲକ୍ଷେ ଭକ୍ତଙ୍କ ମଧ୍ୟରେ ପ୍ରସାଦ ବାଣ୍ଟିବେ ଗୌତମ ଆଦାନୀ, ପ୍ରସ୍ତୁତ କରିବେ ୨୫୦୦ ଲୋକ
ପ୍ରୟାଗରାଜ: ପ୍ରୟାଗରାଜରେ ମହାକୁମ୍ଭ ମେଳାପାଇଁ ପ୍ରସ୍ତୁତି ପ୍ରାୟ ସମ୍ପୂର୍ଣ୍ଣ ହୋଇଛି ଏବଂ ଏହା ଜାନୁଆରୀ ୧୩ ରୁ ଆରମ୍ଭ ହୋଇ ଫେବୃଆରୀ ୨୬ ପର୍ଯ୍ୟନ୍ତ ଚାଲିବ । ତେବେ ଭାରତୀୟ ବିଲିୟନେୟାର ଗୌତମ ଆଦାନୀଙ୍କ ନେତୃତ୍ୱରେ ଆଦାନୀ ଗ୍ରୁପ୍ ମଧ୍ୟ ଏହି ମହା ଆୟୋଜନାରେ ସେବା ଯୋଗାଇବାକୁ ପ୍ରସ୍ତୁତ…